ଆର ଉଦୟଗିରି: 10 ବର୍ଷ ପରେ ନିଖୋଜ ନାବାଳିକାଙ୍କୁ ଉଦ୍ଧାର କଲା ଗଜପତି ପୁଲିସ
ଗଜପତି ଜିଲ୍ଲା ଆର୍ ଉଦୟଗିରି ପୁଲିସ ୧୦ ବର୍ଷ ପୂର୍ବେ ନିଖୋଜ ହୋଇଥିବା କେଶମଣି ଗମାଙ୍ଗଙ୍କୁ ବାଲେଶ୍ଵରରୁ ଉଦ୍ଧାର କରିଛି। ୨୦୧୬ ମସିହାରୁ ସେ ନିଖୋଜ ଥିଲେ। ପୁଲିସର ତଦନ୍ତ ପରେ ତାଙ୍କୁ ଉଦ୍ଧାର କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି।