ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା: ନିଲମ୍ବିତ ହେଲେ ବିଦ୍ୟାଭାରତୀ ପଣ୍ଡା
ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତ ବିଦ୍ୟାଭାରତୀ ପଣ୍ଡା ଚାକିରିରୁ ନିଲମ୍ବିତ। ପାରଳାଖେମୁଣ୍ଡି ଥାନା ଆଇଆଇସି ଓ ଏସଡିଜେଏମ୍ କୋର୍ଟଙ୍କ ଚିଠି ଆଧାରରେ ନିର୍ଦ୍ଦେଶକ ଜାରି କଲେ ନିଲମ୍ବନ ଆଦେଶ।