ପାରଳାଖେମୁଣ୍ଡି: ଗଜପତି କତଲକଇଠାରେ ଅନୁଷ୍ଠିତ ହେଲା ଅଷ୍ଟପ୍ରହରୀ ମହାଯଜ୍ଞ
ଗଜପତି ଜିଲ୍ଲା କତଲକଇଠା ଗ୍ରାମର ଶ୍ରୀ ରସିକରାଜ ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅଷ୍ଟପ୍ରହରୀ ମହାଯଜ୍ଞ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନ୍ନଯଜ୍ଞ, ଘୃତଯଜ୍ଞ ଓ ପ୍ରସାଦ ସେବନର ବ୍ୟବସ୍ଥା ସହ ନଗର ପରିକ୍ରମା କାର୍ଯ୍ୟକ୍ରମ ରହିଛି।