Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
भाजपा
Congress
Modi
Delhi
Viral
मारपीट
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ନୂଆଗାଁରେ ଚତୁର୍ଥ ବାର୍ଷିକ ଭାଗବତ ସମ୍ମିଳନୀ ଅନୁଷ୍ଠିତ

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ନୂଆଗାଁରେ ଚତୁର୍ଥ ବାର୍ଷିକ ଭାଗବତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏକ ଭକ୍ତିମୟ ପରିବେଶରେ ଅଞ୍ଚଳ ତିନିଦିନ ଭଜନ ରତନ କୀର୍ତ୍ତନରେ ପ୍ରକମ୍ପିତ ହୋଇଥିଲା । ସଂସ୍କୃତି ପରମ୍ପରା ର ଭାଗବତ ସମ୍ମିଳନୀ ମଧ୍ୟରେ ଭାଇଚାରାର ଏକାତା ବଜାୟ ରଖିଛି ଏହି ଅଞ୍ଚଳ । ଶେଷ ଦିବସରେ ମୁଖ୍ୟ ଅତିଥି ଭାରତୀୟ ଜନତା ପାର୍ଟିର ଜିଲ୍ଲା ଉପସଭାପତି ଗୋପିନାଥ ରାମ,ହରିଚନ୍ଦନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସମ୍ମାନନୀୟ ଅତିଥି ଗଣ ଯୋଗଦେଇଥିଲେ । ସାନ୍ତି ସୃଙ୍ଖଳାର ସହିତ ଆଜି ଅପରାହ୍ନ ପାଞ୍ଚଟା ସମୟରେ ଏହି ସମ୍ମିଳନୀ ଶେଷ ହୋଇଛି ।

MORE NEWS