Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
भाजपा
Congress
Modi
Delhi
Viral
मारपीट
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana

ହରିଚନ୍ଦନପୁର: କେନ୍ଦୁଝର ବନଖଣ୍ଡ ବ୍ରାହ୍ମଣିପାଳ ବନ୍ୟ ପ୍ରାଣୀ ବନାଞ୍ଚଳ ଦୈତାରି ତାରିଣୀ ଗେଟ ନିକଟରେ ୯ ଟିକିଆ ହାତୀ ପଲ ରାସ୍ତାପାର ହେଉଥିବାର ଦୃଶ୍ୟ

କେନ୍ଦୁଝର ବନଖଣ୍ଡ ବ୍ରାହ୍ମଣିପାଳ ବନ୍ୟ ପ୍ରାଣୀ ବନାଞ୍ଚଳ ଦୈତାରି ତାରିଣୀ ଗେଟ ନିକଟରେ ୯ ଟିକିଆ ହାତୀପଲ ରାସ୍ତା ପାର ହେବାର ମନୋରମ ଦୃଷ୍ଯ । ବର୍ତ୍ତମାନ ସମୟରେ ହାତୀ ମାନଙ୍କର ଗତିବିଧି ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଥିବାବେଳେ , ଗତକାଲି ସଂନ୍ଧ୍ଯା ସମୟରୁ କେନ୍ଦୁଝର ଜିଲ୍ଲା ଦୈତାରି ତାରିଣୀ ଗେଟ‌ ନିକଟସ୍ଥ ଘାଟି ରାସ୍ତାରେ ୯ ଟିକିଆ ହାତୀପଲ ରାସ୍ତାରେ ଯିବା ଆସିବା କରୁଥିବାର ମନୋରମ ଦୃଶ୍ଯ ଦେଖିବାକୁ ମିଳିଥିଲା । ଏହି ହାତୀପଲରେ ୪ଟି କମ ବୟଶର ହାତୀ ସାବକ ରହିଥିବାର‌ ଦେଖିବାକୁ ମିଳିଥିଲା । ଆଜି ଅପରାହ୍ନ ୫.୩୦ ମି. ସମୟର ଦୃଶ୍ୟ I

MORE NEWS