Public App Logo
Jansamasya
News
Bjp
National
Police
Bihar
India
चोरी
बीजेपी
Uttar_pradesh
Accident
Congress
Modi
Delhi
Viral
पेट्रोल
Up
Bollywood
Breakingnews
Madhya_pradesh
Pmmodi
Telangana
Rahulgandhi
Chhattisgarh
Uttarpradesh
Haryana
Cricket
Sdm
Uttarakhand
Sambalpur

ହରିଚନ୍ଦନପୁର: ଦୀନରେ ପୁଲିସକୁ ଚକମା ଦେଇ ଅଭିନବ ଉପାୟରେ କରୁଥିଲେ ଗୋରୁ ଚାଲାଣ , ଉଗାମୁଣ୍ଡାରେ ଘଟିଲା ବଡ଼ ଦୁର୍ଘଟଣା

ହରିଚନ୍ଦନ ପୁର ପୁଲିସକୁ ଖୋଲା ଚ୍ୟାଲେଞ୍ଜ ,ଦୀନରେ ପୁଲିସକୁ ଚକମା ଦେଇ ଅଭିନବ ଉପାୟରେ କରୁଥିଲେ ଗୋରୁ ଚାଲାଣ ,ଚାଲାଣ କରୁଥିବା ବେଳେ ଘଟିଲା ବଡ଼ ଦୁର୍ଘଟଣା , କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଗାମୁଣ୍ଡା ହାଟ ନିକଟରେ ଗୋରୁ ବୋଝେଇ ବୋଲେରୋ ଭ୍ଯାନ ଦୁର୍ଘଟଣା ଘଟି ଗୋଟିଏ ଗୋରୁର ମୃତ୍ୟୁ ହୋଇଥିବା ବେଳେ ୪ଆହାତ । ଗାଡିରେଥିବା ୨ ବ୍ଯକ୍ତି ଗୁରୁତ୍ବର । କଟକ ସ୍ଥାନାନ୍ତର । ଘଟଣା ସ୍ଥଳରେ ହରିଚନ୍ଦନପୁର ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଆଜି ସକାଳ ୧୦ଟା ସମୟର ସୂଚନା ।

MORE NEWS