ହରିଚନ୍ଦନପୁର: ଦୈତାରି ଜଙ୍ଗଲରୁ ଜଣେ ବ୍ଯକ୍ତିଙ୍କ ନଗ୍ନ ମ୍ରୁତ ଦେହ ଉଦ୍ଧାର , ମ୍ରୁତ୍ଯୁର କାରଣ ଅସ୍ପଷ୍ଠ , ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡ଼ିବ
ଦୈତାରି ଜଙ୍ଗଲରୁ ଜଣେ ବ୍ଯକ୍ତିଙ୍କ ନଗ୍ନ ମ୍ରୁତ ଦେହ ଉଦ୍ଧାର , ମ୍ରୁତ୍ଯୁର କାରଣ ଅସ୍ପଷ୍ଠ , ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡ଼ିବ । ବୈତାରି ବନବିଭାଗ , ଏବଂ ପୋଲିସ୍ ର ଛାନଭିନ ଆଜି ଅପରାହ୍ନ ୫.୩୦ ମି. ସମୟର ସୂଚନା ।