Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
भाजपा
Congress
Modi
Delhi
Viral
मारपीट
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana

ହରିଚନ୍ଦନପୁର: ହରିଚନ୍ଦନପୁର ପଞ୍ଚମ ଗାଁରେ ବାଉଁଶ ପୋଲରେ ଆଗାମି ଭବିଷ୍ୟତ ଗଢ଼ା , କୋମଳମତି ଛାତ୍ର, ଛାତ୍ରୀଙ୍କ ସମେତ ଅଞ୍ଚଳର ଜନସାଧାରଣ

ବାଉଁଶ ପୋଲରେ ଆଗାମି ଭବିଷ୍ୟତ ଗଢ଼ା , କୋମଳମତି ଛାତ୍ର, ଛାତ୍ରୀଙ୍କ ସମେତ ଅଞ୍ଚଳର ଜନସାଧାରଣଙ୍କ ଯାତାୟତପଥ , ଯାହାକୁ ନେଇ ଦେଖିବା ସ୍ଵତନ୍ତ୍ର ପ୍ରତିଛବି , ସ୍ଵାଧୀନତାର ଦୀର୍ଘ ବର୍ଷ ପରେବି ବିକାଶ ଅପହଞ୍ଚ ଗାଁ ହରିଚନ୍ଦନପୁର ବ୍ଲକ ରାସୋଳ ପଞ୍ଚାୟତର ପଞ୍ଚମ ଗ୍ରାମ । ବିପଦପୂର୍ଣ୍ଣ ବାଉଁଶ , କାଠ ସାଜିଛି କୁନି କୁନି ଭବିଷ୍ୟତଙ୍କ ସାହାଭରଷା । କେବେ ଏଠି ବିକାଶ ର ପାଦଚିହ୍ନ ପଡ଼ିବ ତାହା ଦେଖିବାକୁ ବାକି ରହିଲା ।ଆଜି ଅପରାହ୍ନ ଚାରିଟା ସମୟର ପ୍ରତିଛବି ।

MORE NEWS