Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ହରିଚନ୍ଦନପୁର: ପଳାଶପାଳ ପଞ୍ଚାୟତ ଗୋଳାବନ୍ଧ ଉଚ୍ଚବିଦ୍ୟାଳୟର ଦଣ୍ଡ ମୁକ୍ତ ଅଞ୍ଚଳରେ ଛାତ୍ର ଛାତ୍ରୀଙ୍କୁ ଲଙ୍କା ଧୂଆଁ ଦେଲେ ବିଦ୍ଯାଳୟର ରୋଷେୟା

ଗୋଳାବନ୍ଧ ଉଚ୍ଚବିଦ୍ୟାଳୟର ଦଣ୍ଡ ମୁକ୍ତ ଅଞ୍ଚଳରେ ଛାତ୍ର ଛାତ୍ରୀଙ୍କୁ ଲଙ୍କା ଧୂଆଁ ଦେଲେ ବିଦ୍ଯାଳୟର ରୋଷେୟା । ସୌଖିକ ବାତାବରଣ ମଧ୍ଯରେ କୌଣସି ଚାପଗ୍ରସ୍ତ ନହୋଇ ବିନା ଭୟରେ ଛାତ୍ର ଛାତ୍ରୀ ମାନେ ପାଠ ପଢିବା ପାଇଁ ସରକାର ସ୍କୁଲ ପରିବେଷକୁ ଦଣ୍ଡମକ୍ତ ଅଞ୍ଚଳ ଭାବରେ ଘୋଷଣା କରିଛନ୍ତି । କିନ୍ତୁ ଏସବୁ ନିତି ନିୟଁମକୁ ବେଖାତିରିକରି କ୍ଲାସ୍ ରୁମରେ ଶିକ୍ଷକଙ୍କ ଅନୁପସ୍ଥିତ ଥିବାବେଳେ ପିଲାମାନେ ହୋହାଲ୍ଲା କରିବାରୁ କବାଟ ଝରକା ବନ୍ଦକରିଦେଇ ପିଲାମାନଙ୍କୁ ଅମାନୁଷିକ ଭାବେ ଲାଙ୍କାଧୂଆଁ ଦେଇଛନ୍ତି ସ୍କୁଲର ରୋଷେୟା । ଏଭଳି ଅମାନବିୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା .....
ହରିଚନ୍ଦନପୁର: ପଳାଶପାଳ ପଞ୍ଚାୟତ ଗୋଳାବନ୍ଧ ଉଚ୍ଚବିଦ୍ୟାଳୟର ଦଣ୍ଡ ମୁକ୍ତ ଅଞ୍ଚଳରେ ଛାତ୍ର ଛାତ୍ରୀଙ୍କୁ ଲଙ୍କା ଧୂଆଁ ଦେଲେ ବିଦ୍ଯାଳୟର ରୋଷେୟା - Harichandanpur News