ହରିଚନ୍ଦନପୁର: ବ୍ରାହ୍ମଣିପାଳ ବଳିପର୍ବତ ବାସଭବନରୁ ରାଜ୍ଯ ଅଖିଳ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ,ରାଜ୍ଯ ସଂପାଦକ ଇଂ ନାରଣ ପୂର୍ତ୍ତୀସହ
ବ୍ରାହ୍ମଣିପାଳ ବଳିପର୍ବତ ବାସଭବନରୁ ରାଜ୍ଯ ଅଖିଳ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ,ରାଜ୍ଯ ସଂପାଦକ ଇଂ ନାରଣ ପୂର୍ତ୍ତୀସହ ଅଧିକ ଆଲୋଚନା । ସିସେମ୍ବର ୧୨ ତାରିଖ ଭୂବନେଶ୍ଵର ବିଶାଳ ଗଣ ଧାରଣାରେ ବସିବ ରାଜ୍ୟ ଅଖିଳ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟ I ଆଜି ଅପରାହ୍ନ ୫ଟା ସମୟର ଆଲୋଚନା।