📢⚽ ଲାଡ଼ ଗ୍ରାମରେ ଉଦ୍ଘାଟିତ ହେଲା ଅଷ୍ଟମ କାଳିଆ ଦା ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ। ⚽
🏆 ୧୬ଟି ଦଳକୁ ନେଇ ଆରମ୍ଭ ହେଲା ଫୁଟବଲ ମହାସମର।
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଲାଡ଼ ଗ୍ରାମ ଖେଳପଡ଼ିଆଠାରେ ଜୟ ହିନ୍ଦ କ୍ଲବ ପକ୍ଷରୁ ଆୟୋଜିତ ଅଷ୍ଟମ କାଳିଆ ଦା ସ୍ମାରକୀ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଘାଟିତ ହୋଇଛି।
ସ୍ୱର୍ଗତ ସୁମନ୍ତ ଲୁହା (କାଳିଆ)ଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ନଭେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିବ ଏହି ଫୁଟବଲ ପ୍ରତିଯୋଗିତା।
⚽ ଖେଳରେ ଜିତିବା ହିଁ ସବୁକିଛି ନୁହେଁ, ଖେଳ ମାଧ୍ୟମରେ ଭାଇଚାରା, ଏକତା ଓ ପ୍ରତିଭାର ବିକାଶ ହିଁ ପ୍ରକୃତ ଲକ୍ଷ୍ୟ।
📺 KUCHINDA NEWS | KUCHINDA TV LIVE
🙏 ଖେଳାଳିମାନଙ୍କୁ ଅନେକ ଅନେକ ଶୁଭେଚ୍ଛା।
#KuchindaNews #KuchindaTVLive #Kuchinda #LadVillage #FootballTournament #KaliaDaMemorial #Football #Sambalpur #JayHindClub #SportsNews #OdishaNews #FootballLovers ⚽🏆