🧹🌿 ସ୍ୱଚ୍ଛତାର ବାର୍ତ୍ତା ନେଇ ଫୁଟବଲ ପଡ଼ିଆ ସଫା କଲେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ 🌿
କୁଚିଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS) ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଶୀତକାଳୀନ ଶିବିରର ତୃତୀୟ ଦିବସରେ ମନ୍ତ୍ରୀମୁଣ୍ଡା ଫୁଟବଲ ପଡ଼ିଆରେ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଥିଲା।
ଏହି ଅଭିଯାନରେ NSS ସ୍ୱେଚ୍ଛାସେବୀମାନେ ଉତ୍ସାହର ସହ ଯୋଗଦେଇ ପଡ଼ିଆର ଚାରିପାଖ ସଫା କରିବା ସହ ଅନାବନା ଘାସ ଓ ଆବର୍ଜନା ସଫା କରିଥିଲେ।
👏 ସ୍ୱଚ୍ଛ ପରିବେଶ ହିଁ ସୁସ୍ଥ ସମାଜର ପରିଚୟ। ସାମାଜିକ ସେବା ଓ ଜନସଚେତନତା ସୃଷ୍ଟି କରିବା ହିଁ NSSର ମୂଳ ଲକ୍ଷ୍ୟ।
📍 ସ୍ଥାନ: ମନ୍ତ୍ରୀମୁଣ୍ଡା, କୁଚିଣ୍ଡା
📅 ତାରିଖ: ୨୦ ନଭେମ୍ବର ୨୦୨୬
📺 KUCHINDA TV LIVE
🙏 ସ୍ୱଚ୍ଛତା ଆପଣାନ୍ତୁ, ସୁନ୍ଦର ସମାଜ ଗଢ଼ନ୍ତୁ।
#Kuchinda #KuchindaTVLive #NSS #SwachhataAbhiyan #CleanIndia #KuchindaNews #Mantrimunda #SocialService #YouthPower #ସ୍ୱଚ୍ଛତା #କୁଚିଣ୍ଡା #ଜାତୀୟସେବାଯୋଜନା