Public App Logo
Profile Picture

Kuchinda tv live

@kuchindatvlive
402Followers
14Following
<nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/>
ନୁଆଁଖାଇ ଲଗ୍ନ ସମୟ <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=sambalpur nis:value=sambalpur nis:enabled=true nis:link/> <nis:link nis:type=tag nis:id=odishanews nis:value=odishanews nis:enabled=true nis:link/> <nis:link nis:type=tag nis:id=nuakhaijuhar nis:value=NuakhaiJuhar nis:enabled=true nis:link/> <nis:link nis:type=tag nis:id=nuakhai nis:value=Nuakhai nis:enabled=true nis:link/>
କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ରେ ଗୁରୁଦିବସ,ପ୍ରତିଷ୍ଠା ଦିବସ ଓ ବିଦ୍ୟାରମ୍ଭ ଦିବସ ପାଳିତ                                                  କୁଚିଣ୍ଡା; କୁଚିଣ୍ଡା ବ୍ଳକ ଅନ୍ତର୍ଗତ କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ  ରେ ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ୟାରୀ ଙ୍କ ସଭାପତିତ୍ବ ରେ ୩୬ ତମ ପ୍ରତିଷ୍ଠା,ବିଦ୍ୟାରମ୍ଭ ଦିବସ ଓ ଡକ୍ଟର ସର୍ବପଲ୍ଲି ରାଧାକ୍ରିଷନ ଙ୍କ ଜନ୍ମଜୟନ୍ତି ଅବସର ରେ ଗୁରୁଦିବସ  ପାଳିତ ହୋଇଯାଇଅଛି। ପ୍ରଥମେ ଜମିଦାତା କାର୍ତ୍ତିକେଶ୍ବର ମହାପାତ୍ର କଲେଜ ର ପତାକା ଉତ୍ତୋଳନ କରି କାର୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭ ରେ ଉପସ୍ଥିତ ଅତିଥୀଗଣ ମାଁ ସମଲେଶ୍ବରୀ ଓ ଡକ୍ଟର ସର୍ବପଲ୍ଲି ରାଧ ଙ୍କ ଫଟୋଚିତ୍ର ରେ ଦୀପ ପ୍ରଜ୍ଜଳନ କରି ପୁଷ୍ପ ଅର୍ପଣ କରିବା ପରେ ତ୍ରିମାସିକ ପତ୍ରିକା ଅମୃତଝର କୁ ଉନ୍ନୋଚନ କରିଥିଲେ। ଛାତ୍ରୀମାନେ ଗୁରୁଦିବସ ଅବସର ରେ ଗୁରୁ ପୂଜକ କରି ଗୀତଗାନ କରିଥିଲେ। ଏହି ଅବସର ରେ କୁଚିଣ୍ଡା ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରମୋଦ କୁମାର ସ୍ବାଇଁ ମୁଖ୍ୟ ଅତିଥୀ ଭାବରେ ଯୋଗ ଦେଇ ଗୁରୁ ଶିଷ୍ୟ ପରମ୍ପରା ବିଷୟରେ ଉଦବୋଧନ ଦେଇଥିବା ବେଲେ  ଲଇଡା ଦୂତିକା ସାହୁ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ସାଥୁଆ ମୁଖ୍ୟବ୍ୟକ୍ତା ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କ ଉତ୍ତମ ନାଗରିକ ହେବା ପାଇଁ ଗୁରୁ ଙ୍କ ଭୁମିକା ବିଷୟରେ ଉଦବୋଧନ ଦେଇଥିଲେ।  ବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ଅତିଥୀ ପରିଚୟ କରିଥିବା ବେଲେ ଅଧ୍ୟାପିକା ଭାବନା ପାଣ୍ଡେ ବିବରଣୀ ପାଠ କରିଥିଲେ  । ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ, କୁଚିଣ୍ଡା ଜିଲ୍ଲା ପରିଷଦ ସଭ୍ୟ ଅଜିତ କୁମାର ମହାପାତ୍ର,ପରିଚାଳନା ସମିତି ପୂର୍ବତନ ସଂପାଦକ ହିମାଂଶୁ କୁମାର ମହାପାତ୍ର,ପୂର୍ବତନ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଟେଲ ଓ ପୂର୍ବତନ ଶିକ୍ଷକ ପ୍ରତାପ ପୂରୋହିତ ସମ୍ମାନିତ ଅତିଥୀ ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଗୁରୁଦିବସ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ମୁଖ୍ୟ ଅତିଥୀ ଓ ଅନ୍ୟାନ୍ୟ ଅତିଥୀଗଣ ଯେଉଁ ୯ ଜଣ ଛାତ୍ର ଛାତ୍ରୀମାନଙ୍କୁ  ୨୦୨୬ ମସିହା ଯୁକ୍ତ ଦୁଇ ବାର୍ଷିକ ପରିକ୍ଷା ରେ ପ୍ରଥମ ଶ୍ରେଣୀ ରେ କୃତକାର୍ୟ ହୋଇଥିବା ଓ ବିଭିନ୍ନ ପ୍ରତିଯୋଗିତା ରେ ସଫଳ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ  ସମ୍ମାନିତ କରିଥିଲେ। ଗୁରୁଦିବସ ଅବସର ରେ ଛାତ୍ର ଛାତ୍ରୀମାନେ ମତବ୍ୟକ୍ତ କରିଥିଲେ। ଏହି ଅବସର ରେ ଛାତ୍ର ସଂସଦ ସଭାପତି ଅରୁଣ କୁମାର ପଟେଲ,କୁଚିଣ୍ଡା ମହାବିଦ୍ୟାଳୟ ଓଡିଆ ଅଧ୍ୟାପକ ଗଣନାଥ ନାଏକ,ପରିଚାଳନା ସମିତି ର ପୂର୍ବତନ ସଂସଦ ରାଜେନ୍ଦ୍ର ମହାପାତ୍ର,ପୂର୍ବତନ ଗ୍ରାନ୍ତଗାରିକ ଦେବାନନ୍ଦ ମହାପାତ୍ର,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଲିଲିମା କଲୋ,ଚନ୍ଦନିମାଳ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରି କଲ୍ୟାଣୀ ପଟେଲ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।  ବିଦ୍ୟାଳୟ ର ଅଧ୍ୟାପକ ସୁଧୀର କୁମାର ନାଏକ,ଡିଇଓ ସମିନ ରଞନ ନାଏକ,ସେବକ ଜୟଦେବ ରାଉତ ଓ ରଜତ ରାଏ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=odishanews nis:value=odishanews nis:enabled=true nis:link/> <nis:link nis:type=tag nis:id=sambalpur nis:value=sambalpur nis:enabled=true nis:link/> <nis:link nis:type=tag nis:id=odishanews nis:value=odishanews nis:enabled=true nis:link/>
ଲୋୟୋଲା ଇଂରାଜୀ ସ୍କୁଲ ଟାଇଁସର ଠାରେ ଗୁରୁଦିବସ ପାଳିତ <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=sambalpur nis:value=sambalpur nis:enabled=true nis:link/> <nis:link nis:type=tag nis:id=odishanews nis:value=odishanews nis:enabled=true nis:link/> <nis:link nis:type=tag nis:id=loyola_school nis:value=loyola_school nis:enabled=true nis:link/> <nis:link nis:type=tag nis:id=english nis:value=English nis:enabled=true nis:link/> <nis:link nis:type=tag nis:id=school nis:value=school nis:enabled=true nis:link/>
ଲୋୟୋଲା ଇଂରାଜୀ ସ୍କୁଲ ଟାଇଁସର ଠାରେ ଗୁରୁଦିବସ ପାଳିତ <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=odishanews nis:value=odishanews nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/>
ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପୂଜା ପତ୍ରାପାଲି, କୁଚିଣ୍ଡା <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/>
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଶକ୍ତିଶ୍ରୀ ସେଲ , କୁଚିଣ୍ଡା ମହାବିଦ୍ୟାଳୟ ତରଫରୁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ କୁମାର ସ୍ବାଇଁ ଙ୍କ ସଭାପତିତ୍ବରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଚିଣ୍ଡା ଅଦାଲତରେ କାର୍ଯ୍ୟରତ ଓକିଲ ପାୟଲ ପ୍ରିୟଦର୍ଶିନୀ ଦେବତା ଯୋଗଦେଇ ନାରୀ,ବାଳିକା ଓ ଶିଶୁ  ମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ (BNS /IPC),POSH,POSCO ACT) ବିଷୟରେ ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ। <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/>
Model youth Gram sabha Ekalavya model Residential School Kuchinda Chief guest...... <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=odishanews nis:value=odishanews nis:enabled=true nis:link/> <nis:link nis:type=tag nis:id=sambalpur nis:value=sambalpur nis:enabled=true nis:link/> <nis:link nis:type=tag nis:id=odishanews nis:value=odishanews nis:enabled=true nis:link/> <nis:link nis:type=tag nis:id=emrs nis:value=emrs nis:enabled=true nis:link/>
କୁଚିଣ୍ଡା ରେ ଠିକାଦାର ସଂଘ ର ବୈଠକ ଅନୁଷ୍ଠିତ <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/>
ଠିକାଦାର ସଂଘ ର ଜିଲ୍ଲା ସଭାପତି କହିଲେ..... <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=contractor nis:value=contractor nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=sambalpur nis:value=sambalpur nis:enabled=true nis:link/> <nis:link nis:type=tag nis:id=odishanews nis:value=odishanews nis:enabled=true nis:link/>
Ekalavya model Residential School Kuchinda 
Model youth Gram sabha <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=odishanews nis:value=odishanews nis:enabled=true nis:link/> <nis:link nis:type=tag nis:id=sambalpur nis:value=sambalpur nis:enabled=true nis:link/>
Model youth Gram sabha <nis:link nis:type=tag nis:id=emrs_kuchinda nis:value=EMRS_kuchinda nis:enabled=true nis:link/> <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=gramsabha nis:value=gramsabha nis:enabled=true nis:link/> <nis:link nis:type=tag nis:id=sambalpur nis:value=sambalpur nis:enabled=true nis:link/> <nis:link nis:type=tag nis:id=odishanews nis:value=odishanews nis:enabled=true nis:link/>
<nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=sambalpur nis:value=sambalpur nis:enabled=true nis:link/> <nis:link nis:type=tag nis:id=odishanews nis:value=odishanews nis:enabled=true nis:link/> <nis:link nis:type=tag nis:id=ddnews nis:value=ddnews nis:enabled=true nis:link/> <nis:link nis:type=tag nis:id=news nis:value=news nis:enabled=true nis:link/> <nis:link nis:type=tag nis:id=indianews nis:value=indianews nis:enabled=true nis:link/> <nis:link nis:type=tag nis:id=nepal nis:value=nepal nis:enabled=true nis:link/> <nis:link nis:type=tag nis:id=nepalnews nis:value=NepalNews nis:enabled=true nis:link/>
<nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=ପଙ୍କଜ_ଜୟପୁରିଆ nis:value=ପଙ୍କଜ_ଜୟପୁରିଆ nis:enabled=true nis:link/> <nis:link nis:type=tag nis:id=ସ୍ବାୟତ୍ତ_ଶାସନ_ଦିବସ nis:value=ସ୍ବାୟତ୍ତ_ଶାସନ_ଦିବସ nis:enabled=true nis:link/>
<nis:link nis:type=tag nis:id=ସୋରପଡୁଛେ_ମତେ_ମୋର_ସମ୍ବଲପୁର nis:value=ସୋରପଡୁଛେ_ମତେ_ମୋର_ସମ୍ବଲପୁର nis:enabled=true nis:link/> <nis:link nis:type=tag nis:id=kuchinda_nac_day nis:value=kuchinda_NAC_day nis:enabled=true nis:link/>
<nis:link nis:type=tag nis:id=kuchinda_nac_day nis:value=Kuchinda_nac_day nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/>
<nis:link nis:type=tag nis:id=sambalpuri nis:value=sambalpuri nis:enabled=true nis:link/> <nis:link nis:type=tag nis:id=nac_kuchindaa nis:value=nac_kuchindaa nis:enabled=true nis:link/> <nis:link nis:type=tag nis:id=nac nis:value=nac nis:enabled=true nis:link/>
<nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=nac_day nis:value=NAC_Day nis:enabled=true nis:link/> <nis:link nis:type=tag nis:id=2026 nis:value=2026 nis:enabled=true nis:link/>
କୁଚିଣ୍ଡା ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=sambalpur nis:value=sambalpur nis:enabled=true nis:link/> <nis:link nis:type=tag nis:id=odishanews nis:value=odishanews nis:enabled=true nis:link/>
କୁଚିଣ୍ଡା ଏନ୍.ଏ.ସି.ର ବୁଥ୍ ନମ୍ୱର ୧୩୮ରେ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ 'ମନ୍ କି ବାତ୍'ର ୧୩୭ତମ ସଂସ୍କରଣ ଶୁଣିଛନ୍ତି ମନ୍ତ୍ରୀ ରବିନାରାୟଣ ନାଏକ । <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/>
ଆଜି  କୁନ୍ତରା କଲେଜରେ ଖେଲୋ ଭାରତ ଜିତୋ ଭାରତ‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
     ଆଜି ଗୋକୁଳ ପାର୍ବତୀ ଗ୍ରାମ୍ୟ ମହାବିଦ୍ୟାଳୟରେ ଭାରତ ସରକାର ତଥା ଉଚ୍ଚଶିକ୍ଷା ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଖେଲୋ ଭାରତ ଜିତୋ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଲେଜ ଅଧ୍ୟକ୍ଷ ଶ୍ରୀ  ତରୁଣ କୁମାର ପୃସେଠଙ୍କ ମାର୍ଗଦର୍ଶନରେ କଲେଜର ବରିଷ୍ଠ ଅଧ୍ୟାପକ ଟିକେ ଲାଲ୍ ମେହେର , ଦୀପିକା ବେହେରା ,  ଶିବଶଙ୍କର ମଲ୍ଲିକ , ସ୍ମିତା ପଟେଲ ,ରତ୍ନମଞ୍ଜରୀ ସାହୁ , ସମସ୍ତ ଅଧ୍ୟାପକ ଅଧ୍ୟାପିକା ଅଣଶିକ୍ଷକ କର୍ମଚାରୀ ତଥା ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଗ୍ରାମ ପରିକ୍ରମା କରିଥିଲେ ।
     ଏହାପରେ କ୍ରୀଡା ଦାୟୀତ୍ୱରେ  ଥିବା  ଉପସଭାପତି ଯୋଗିନ୍ଦ୍ର ମୁଦୁଲି , ଇତିହାସ ବିଭାଗର ଅଧ୍ୟାପକ ରାଜେଶ ମାକର  ଛାତ୍ରଛାତ୍ରୀ  ମାନଙ୍କୁ  ଭିନ୍ନ ଭିନ୍ନ ଖେଳ ଅଭ୍ୟାସ କରି ନିଜ  ନିଜ ଚେଷ୍ଟା ଫଳରେ ଆଗକୁ ବଢ଼ିବା ପାଇଁ ମାର୍ଗଦର୍ଶନ ଦେଇଥିଲେ । ଏଥିରେ ଆମ ରାଷ୍ଟ୍ର ଖେଳ ହକିଠୁ ଆରମ୍ଭ କରି  ଫୁଟବଲ, ଭଲିବଲ, ବ୍ୟାଡମିଣ୍ଟନ,କେରମ  ତଥା ଛାତ୍ରଛାତ୍ରୀ ମାନଙ୍କ ଉତ୍ସାହିତକୁ ନେଇ ରସି ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ   ଜାତୀୟ ସେବା ଅଧିକାରୀ ତୁଳାରାମ ଡନସେନା  ଙ୍କ ସହଯୋଗରେ କଲେଜ ପରିସର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/>
<nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/>
କଳିଯୁଗ ରେ ଶ୍ରୀ ପାଦୁକା ମହାସ୍ନାନ ଓଁ ଶ୍ରୀ ଅବ୍ୟକ୍ତ ମଣ୍ଡଳାଧିପତୟୈ ନମଃ 🙏🚩🚩
ଚାଷୀ ପଞ୍ଜିକରଣ କୁ ଦୃଷ୍ଟିରେ ରଖି, ପଞ୍ଜିକରଣର ଶେଷ ତାରିଖ ବଢିବା କଥା ନା, କମିବା କଥା ??
<nis:link nis:type=tag nis:id=kuchindatvlive nis:value=kuchindatvlive nis:enabled=true nis:link/> <nis:link nis:type=tag nis:id=kuchinda nis:value=kuchinda nis:enabled=true nis:link/> <nis:link nis:type=tag nis:id=sambalpur nis:value=sambalpur nis:enabled=true nis:link/> <nis:link nis:type=tag nis:id=odishanews nis:value=odishanews nis:enabled=true nis:link/>