🏆⚽ ଅଷ୍ଟମ କାଳିଆ ଦା ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ⚽🏆
🔥 ଚମତ୍କାର ପ୍ରଦର୍ଶନ ସହ ଚମ୍ପିୟାନ ହେଲା କୁଚିଣ୍ଡା ଏଫ୍ସି!
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ଲାଡ଼ ଖେଳ ପଡ଼ିଆଠାରେ ଜୟ ହିନ୍ଦ କ୍ଲବ ପକ୍ଷରୁ ଆୟୋଜିତ ଅଷ୍ଟମ କାଳିଆ ଦା ସ୍ମାରକୀ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି।
🏆 ଫାଇନାଲ ମ୍ୟାଚ୍ରେ ମୋନଷ୍ଟାର ଏଲେଭେନକୁ ଟ୍ରାଇବ୍ରେକରରେ ୪-୧ ଗୋଲରେ ପରାସ୍ତ କରି କୁଚିଣ୍ଡା ଏଫ୍ସି ଚମ୍ପିୟାନ ହୋଇଛି।
🥇 ଚମ୍ପିୟାନ ପୁରସ୍କାର – ୭୦,୦୦୦ ଟଙ୍କା ଓ ଟ୍ରଫି।
🥈 ରନର୍ସଅପ୍ ପୁରସ୍କାର – ୫୦,୦୦୦ ଟଙ୍କା ଓ ଟ୍ରଫି।
ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ମହିଳା ଫୁଟବଲ ଦଳ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ୍ ଆକର୍ଷଣର କେନ୍ଦ୍ର ଥିଲା।
ସ୍ୱର୍ଗତ ସୁମନ୍ତ ଲୁହା (କାଳିଆ)ଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବାର ଏହି ମହତ୍ ପ୍ରୟାସ ପାଇଁ ଜୟ ହିନ୍ଦ କ୍ଲବର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ। 💐
📍 ସ୍ଥାନ: ଲାଡ଼ ଖେଳ ପଡ଼ିଆ, କୁଚିଣ୍ଡା।
📹 ଏଭଳି ଖେଳ ଓ ସ୍ଥାନୀୟ ଖବର ପାଇଁ ଆମ ପେଜ୍କୁ Follow କରନ୍ତୁ।
📺 KUCHINDA TV LIVE
#Kuchinda #KuchindaFC #FootballTournament #KaliaDaaMemorial #Champion #Football #Lad #Sambalpur #OdishaNews #KuchindaNews
#kuchindatvlive #KuchindaTvLive
Kochinda, Sambalpur | Nov 22, 2026