📢 ବ୍ଲକସ୍ତରୀୟ ପଡୋଶୀ ଯୁବ ସଂସଦ ଓ ନିଶାମୁକ୍ତ ଯୁବ ସମାଜ ଗଠନ ଅଭିଯାନ ଅନୁଷ୍ଠିତ।
କେଶାଇବାହାଲସ୍ଥିତ ପିଡିଆର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ମେରା ଯୁବା ଭାରତ, ସମ୍ବଲପୁର ଆନୁକୂଲ୍ୟରେ ଏହି ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ।
ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ସହ ବିକଶିତ ଭାରତ ଗଠନରେ ଯୁବଶକ୍ତିର ଭୂମିକା ଉପରେ ଅତିଥିମାନେ ଦେଲେ ଗୁରୁତ୍ୱ। ଏହି ଅବସରରେ ଗୀତ ଓ ଭାଷଣ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା।
ଆସନ୍ତୁ, ନିଶାକୁ ନା କହିବା, ସୁସ୍ଥ ଓ ସୁନ୍ଦର ସମାଜ ଗଢ଼ିବା। 💐
📍 ସ୍ଥାନ: କେଶାଇବାହାଲ, ବାମରା
📺 KUCHINDA TV LIVE
#KuchindaNews #Bamra #YouthParliament #NashaMuktBharat #DrugFreeSociety #MeraYuvaBharat #DevelopedIndia #Sambalpur #YouthPower #ନିଶାମୁକ୍ତଭାରତ #ବିକଶିତଭାରତ #kuchindatvlive