ବାରିପଦା ସଦର: ବୁଦ୍ଧ ଜୟନ୍ତୀକୁ ବାର୍ଷିକ ସନ୍ଥ ଦିବସ ପାଳନ ପାଇଁ ଦାବି
ଗୋପବନ୍ଧୁ ଭବନରେ ପାଳିତ ହେଲା ୫୬୮ତମ ମାସିକ ସନ୍ଥ ଦିବସ। ବୁଦ୍ଧ ଜୟନ୍ତୀକୁ ବାର୍ଷିକ ସନ୍ଥ ଦିବସ ରୂପେ ପାଳନ କରିବାକୁ ରାଷ୍ଟ୍ରପତିଙ୍କ ନିକଟରେ ଦାବି କଲା ସଦ୍ଭାବନା ସମିତି। କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ଅତିଥି ଯୋଗ ଦେଇଥିଲେ।