ଉଦଳା: ଉଦଳାରେ ପାଳିତ ହେଲା ଡ. କଲାମଙ୍କ ଜୟନ୍ତୀ ଓ ପ୍ରଶାନ୍ତ ବେହେରାଙ୍କ ପୂଣ୍ୟତିଥି
ଉଦଳାରେ ପ୍ରଶାନ୍ତ ସ୍ମୃତି ପରିଷଦ ଆନୁକୂଲ୍ୟରେ ଡକ୍ଟର ଏ ପି ଜେ ଅବ୍ଦୁଲ କଲାମଙ୍କ ଜୟନ୍ତୀ ଓ ଅଧ୍ୟାପକ ପ୍ରଶାନ୍ତ ବେହେରାଙ୍କ ପୂଣ୍ୟତିଥି ପାଳିତ ହୋଇଛି। ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା ଏହାକୁ ଉଦଘାଟନ କରିଥିଲେ।