ବାରିପଦା ସଦର: ତିରିଂ ବ୍ଲକରେ ନୂତନ ସିଲେଇ ତାଲିମ କେନ୍ଦ୍ର ଉଦ୍ଘାଟିତ: ମହିଳା ହେବେ ସ୍ୱାବଲମ୍ବୀ
ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକର ବଡଡାଲିମା ପଞ୍ଚାୟତରେ ଉଦୟାନ ସଂସ୍ଥା ଦ୍ୱାରା ଏକ ସିଲେଇ ତାଲିମ କେନ୍ଦ୍ର ଉଦ୍ଘାଟିତ ହୋଇଛି। ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରିବା ଏହି କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ।