ଯଶିପୁର: ଯଶିପୁରରେ ଅନୁଷ୍ଠିତ ହେଲା ମନ୍ କି ବାତ୍: ଭୋକାଲ୍ ଫର୍ ଲୋକାଲ୍ ପାଇଁ ଆହ୍ୱାନ
ଯଶିପୁରରେ ଅନୁଷ୍ଠିତ ହୋଇଛି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ। ଏଥିରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗ ଦେଇ ଦୀପାବଳିରେ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ କରିଛନ୍ତି।