ମୋରଡା: ରାସଗୋବିନ୍ଦପୁରରେ ଜିଲ୍ଲା ସାମ୍ବାଦିକ ସମ୍ମିଳନୀ: ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ରାସଗୋବିନ୍ଦପୁରରେ ଆୟୋଜିତ ହେବାକୁ ଥିବା ଜିଲ୍ଲା ସାମ୍ବାଦିକ ସମ୍ମିଳନୀ ପାଇଁ ବିନୋଦ ବିହାରୀ ମଠରେ ଅନୁଷ୍ଠିତ ହେଲା ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ। ସମ୍ମିଳନୀର ସଫଳ ଆୟୋଜନ ନେଇ ବରିଷ୍ଠ ସାମ୍ବାଦିକମାନଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା।