କଟକ ସଦର: କଟକ ବାଲିଯାତ୍ରା ପାଇଁ 50ଟି ସ୍ୱତନ୍ତ୍ର ବସ୍, ଜାଣନ୍ତୁ କେଉଁଠାରୁ କେଉଁଠି ଯାଏ ଗଡ଼ିବ
କଟକ ବାଲିଯାତ୍ରାରେ ଦର୍ଶକଙ୍କ ସୁବିଧା ପାଇଁ ୫୦ଟି ସ୍ୱତନ୍ତ୍ର ବସର ବ୍ୟବସ୍ଥା। ଭୁଆସୁଣୀ ପାର୍କିଂରୁ କ୍ୟାଣ୍ଟନମେଣ୍ଟ ଥାନା ପର୍ଯ୍ୟନ୍ତ ଗଡ଼ିବ ବସ। ଭଡ଼ା ବାବଦକୁ ଦର୍ଶକଙ୍କୁ ଦେବାକୁ ପଡ଼ିବ ମାତ୍ର ୧୦ ଟଙ୍କା।