କଟକ ପୌରାଞ୍ଚଳ: ଡକ୍ଟର ହରେକୃଷ୍ଣ ମହତାବଙ୍କ 127ତମ ଜନ୍ମଜୟନ୍ତୀ ପାଳିତ
ଖପୁରିଆ ପ୍ରେସ୍ ଛକଠାରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ 127ତମ ଜନ୍ମଜୟନ୍ତୀ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।