ଲଗାଣ ବର୍ଷା ସତ୍ତ୍ୱେ ଯାତ୍ରୀମାନଙ୍କୁ ନିରବଚ୍ଛିନ୍ନ ଓ ସୁରକ୍ଷିତ ଯାତାୟାତ ସେବା ଯୋଗାଇଦେବାକୁ କ୍ରୁଟ୍ ପ୍ରସ୍ତୁତ। ଗାଇଡ୍ ଏବଂ କ୍ୟାପ୍ଟେନ୍ ମାନଙ୍କ ଦ୍ୱାରା ଯାତ୍ରୀଙ୍କୁ ସୁରକ୍ଷା ସମ୍ବନ୍ଧୀୟ ମାର୍ଗଦର୍ଶନ କରାଯାଉଛି।