କଟକ ପୌରାଞ୍ଚଳ: କଟକ ବାଦାମବାଡ଼ିରେ ଲୁଟେରାଙ୍କ ଆତଙ୍କ: ଚିହ୍ନଟ ହେଲା ସନ୍ଦିଗ୍ଧ ଯୁବକ
କଟକ ବାଦାମବାଡ଼ି ଅଞ୍ଚଳରେ ଲୋକଙ୍କଠାରୁ ବ୍ୟାଗ୍ ଓ ଟଙ୍କା ଝାମ୍ପି ନେଉଥିବା ଲୁଟେରା ସକ୍ରିୟ। ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସୂଚନା ମୁତାବକ, ସ୍ଵିପର କଲୋନୀର ସିଲୁ ନାଏକ ନାମକ ଜଣେ ଯୁବକ ଏହି କାର୍ଯ୍ୟରେ ଲିପ୍ତ ଥିବା ସୂଚନା ମିଳିଛି।