କଟକ ପୌରାଞ୍ଚଳ: କଟକ ସିଟି ହସ୍ପିଟାଲର ସେବା ବ୍ୟବସ୍ଥା ନେଇ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଆଲୋଚନା
କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସିଟି ହସ୍ପିଟାଲର ପ୍ରତିନିଧି ଦାୟିତ୍ୱ ନେବା ପରେ ସାଂସଦ ଦେବାଶିଷ ସାମନ୍ତରାୟ ସିଡିଏମଓ ଡାକ୍ତର ସୁଶାନ୍ତ ସ୍ୱାଇଁଙ୍କୁ ଭେଟିଛନ୍ତି। ହସ୍ପିଟାଲରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ନେଇ ବୈଠକରେ ଆଲୋଚନା ହୋଇଛି।