କଟକରେ କୁକୁର ବନ୍ଧ୍ୟାକରଣ ଯୋଜନା ବିଫଳ ହେବା କାରଣରୁ ବଢୁଛି ଜଳାତଙ୍କ ରୋଗୀଙ୍କ ସଂଖ୍ୟା। ପ୍ରଶାସନର ମନ୍ଥର ଗତି ନେଇ ଉଠିଛି ପ୍ରଶ୍ନ। ମେୟର କହିଲେ ଚାଲିଛି କୁକୁର ଚିହ୍ନଟ ପ୍ରକ୍ରିୟା।