ବାରିପଦା ସଦର: ବାଙ୍ଗିରିପୋଷିରେ ୨୩ କୋଟି ଟଙ୍କାରେ ହେବ ରାସ୍ତା କାମ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟିକା
ବାଙ୍ଗିରିପୋଷିରେ ୧୪ କିଲୋମିଟର ରାସ୍ତା ଉନ୍ନତୀକରଣ ପାଇଁ ୨୩ କୋଟି ଟଙ୍କାର ବ୍ୟୟବରାଦ। ବିଧାୟିକା ସଞ୍ଜଳୀ ମୁର୍ମୁ ଭିତ୍ତିପ୍ରସ୍ତର ସ୍ଥାପନ କଲେ। ଅଧିକ ଯାନବାହାନ ଚଳାଚଳକୁ ଦୃଷ୍ଟିରେ ରଖି ପ୍ରକଳ୍ପ ରାଶି ବୃଦ୍ଧି କରାଯାଇଛି।