କୋଣାର୍କ ମେଡ଼ିକାଲ ଛକରେ ଏକ ଜଳଖିଆ ଦୋକାନରେ ପଶିଥିବା ନାଗ ସାପ ଉଦ୍ଧାର: ଉଦ୍ଧାର କଲେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ରଘୁ ସାହୁ। #snake #rescue #konark