Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
Aap

News in Konark

ପାଣି ଘେରରେ ଘର।
ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଓଟାଙ୍ଗ ଗ୍ରାମରେ ଲଘୁଚାପ ଜନିତ ଲଗାଣ ବର୍ଷାରେ କୈକେୟୀ ସ୍ବାଇଁ ( ସ୍ଵାମୀ ସୁରେଶ ସ୍ବାଇଁ)ଙ୍କ ଘର ବୁଡି ଯାଇଥିବା ଦେଖିବାକୁ ମିଳିଛି। କାଦୁଆ ନଦୀ ନିକଟରେ ଥିବା ବେଳେ ଅଧିକ ପାଣି ଯୋଗୁ ଘର ବୁଡି ଯାଇଥିବା ସୂଚନା। ବର୍ତମାନ ସୁଧା ବ୍ଳକ କି ତହସିଲ ପ୍ରଶାସନ ପହଞ୍ଚି ନାହାଁନ୍ତି। Puri District Admin Odisha

ପାଣି ଘେରରେ ଘର। ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଓଟାଙ୍ଗ ଗ୍ରାମରେ ଲଘୁଚାପ ଜନିତ ଲଗାଣ ବର୍ଷାରେ କୈକେୟୀ ସ୍ବାଇଁ ( ସ୍ଵାମୀ ସୁରେଶ ସ୍ବାଇଁ)ଙ୍କ ଘର ବୁଡି ଯାଇଥିବା ଦେଖିବାକୁ ମିଳିଛି। କାଦୁଆ ନଦୀ ନିକଟରେ ଥିବା ବେଳେ ଅଧିକ ପାଣି ଯୋଗୁ ଘର ବୁଡି ଯାଇଥିବା ସୂଚନା। ବର୍ତମାନ ସୁଧା ବ୍ଳକ କି ତହସିଲ ପ୍ରଶାସନ ପହଞ୍ଚି ନାହାଁନ୍ତି। Puri District Admin Odisha

Konark, Puri | Jul 18, 2026

କୋଣାର୍କରେ ବର୍ଷା ସତ୍ବେ ଗଡ଼ିଲା ତିନି ରଥ। ସନ୍ଧ୍ୟା ବେଳକୁ ପହଞ୍ଚିଲା ଗୁଣ୍ଡିଚା ମନ୍ଦିରରେ। ଏନେଇ ମତାମତ ଦେଇଛନ୍ତି ସେବକ ରାମକୃଷ୍ଣ ମହାନ୍ତି। କୋଣାର୍କ ଖବର।

କୋଣାର୍କରେ ବର୍ଷା ସତ୍ବେ ଗଡ଼ିଲା ତିନି ରଥ। ସନ୍ଧ୍ୟା ବେଳକୁ ପହଞ୍ଚିଲା ଗୁଣ୍ଡିଚା ମନ୍ଦିରରେ। ଏନେଇ ମତାମତ ଦେଇଛନ୍ତି ସେବକ ରାମକୃଷ୍ଣ ମହାନ୍ତି। କୋଣାର୍କ ଖବର।

Konark, Puri | Jul 17, 2026

କୋଣାର୍କ ନିକଟସ୍ଥ ବାଲିଦୋକାନ ରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୟଳ ଗ୍ରାମରୁ ଭକ୍ତମାନେ ବାଲିଦୋକାନ ବଜାରକୁ ପ୍ରବଳ ବର୍ଷାରେ ଭିଜି ଭିଜି ଟାଣି ଆଣିଥିଲେ। କୋଣାର୍କ ଖବର।

କୋଣାର୍କ ନିକଟସ୍ଥ ବାଲିଦୋକାନ ରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୟଳ ଗ୍ରାମରୁ ଭକ୍ତମାନେ ବାଲିଦୋକାନ ବଜାରକୁ ପ୍ରବଳ ବର୍ଷାରେ ଭିଜି ଭିଜି ଟାଣି ଆଣିଥିଲେ। କୋଣାର୍କ ଖବର।

Konark, Puri | Jul 17, 2026