ଗୋପ ବେଗୁନିଆରେ ନୂଆରୂପରେ ଖୋଲିଲା ଗଙ୍ଗେଶ୍ୱରୀ ହୋମ୍ ଆପଲିଆନ୍ସ। ଶୁଭ ଉଦଘାଟନ କଲେ ସ୍ବାମୀ ଶକରାନନ୍ଦ ଗିରୀ। ସୋ ରୁମ୍ ଖୋଲିଛନ୍ତି ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ନିରଞ୍ଜନ ସାହୁ (ଜୁଲା)।