ପବିତ୍ର କାର୍ତ୍ତିକ ମାସ ଶନିବାର କୋଣାର୍କ ସୂର୍ଯ୍ୟ ମନ୍ଦିର ନବଗ୍ରହ ପୀଠରେ ଶ୍ରଦ୍ଧାଳୁ ଭକ୍ତମାନେ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରୁଛନ୍ତି।