Public App Logo
Profile Picture

Konark Khabara ( କୋଣାର୍କ ଖବର )

@konarkkhabara
168Followers
0Following
Nasha mukt Yuva for Viksit Bharat.
Awareness Walk for Nasha Mukt Yuva by My Bharat in Konark. Mass Youth Walk from Konark Sun Temple to Chandrabhaga Sea Beach. 
<nis:link nis:type=tag nis:id=nashamuktbharat nis:value=NashaMuktBharat nis:enabled=true nis:link/> <nis:link nis:type=tag nis:id=mybharat nis:value=MYBharat nis:enabled=true nis:link/> <nis:link nis:type=tag nis:id=nashamuktyuva nis:value=NashaMuktYuva nis:enabled=true nis:link/> 
MyGovIndia Mera Yuva Bharat - MY Bharati Gop
<nis:link nis:type=tag nis:id=ପ୍ରଣବ_ବଳବନ୍ତରାୟଙ୍କ_ଗାଡ଼ିକୁ_ଟେକାମାଡ଼ nis:value=ପ୍ରଣବ_ବଳବନ୍ତରାୟଙ୍କ_ଗାଡ଼ିକୁ_ଟେକାମାଡ଼ nis:enabled=true nis:link/>
-ଯାଜପୁର: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼
-ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଢ଼େଲାମାଡ଼
-ପଦଯାତ୍ରା ପରେ ବୈଠକ ସାରି ବାହାରିଲା ବେଳେ ଢ଼େଲାମାଡ଼
-ପ୍ରତିବାଦରେ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀଙ୍କ ଧାରଣା
<nis:link nis:type=tag nis:id=ନୟାପଲ୍ଲୀ_ଦୁଷ୍କର୍ମ_ଘଟଣାରେ_ଟ୍ୱିଷ୍ଟ nis:value=ନୟାପଲ୍ଲୀ_ଦୁଷ୍କର୍ମ_ଘଟଣାରେ_ଟ୍ୱିଷ୍ଟ nis:enabled=true nis:link/>
-ନୟାପଲ୍ଲୀ ବନ୍ଧୁକ ମୁନରେ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଆସିଲା ନୂଆ ଟ୍ୱିଷ୍ଟ; ଚୋରି ପାଇଁ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ସ୍ପଷ୍ଟ କଲେ କମିଶନରେଟ୍ ପୋଲିସ (ସିପି)
-ପିସ୍ତଲ ସଦୃଶ ଲାଇଟର ଦେଖାଇ ଯୁବତୀଙ୍କୁ ଭୟଭୀତ କରାଇଥିଲା ଅଭିଯୁକ୍ତ; ଘରେ କେହି ନ ଥିବାର ସୁଯୋଗ ନେଇ ଏପରି କାଣ୍ଡ ଭିଆଇଥିବା ସ୍ୱୀକାର କରିଛି
-ଘଟଣା ପରେ 'ଆମ ବସ୍' ଓ ଅଟୋ ଯୋଗେ ଭରତପୁର ପହଞ୍ଚି ବାଇକ୍ ଚୋରି କରି ଫେରାର ହୋଇଥିଲା; କ୍ରୁଟ୍‌ (CRUT) ସିସିଟିଭି ଆଧାରରେ ଗଞ୍ଜାମ ଜଗନ୍ନାଥପ୍ରସାଦ ଅଞ୍ଚଳର ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି
-ଅଭିଯୁକ୍ତ ନାଁରେ ପୂର୍ବରୁ ମୋବାଇଲ୍ ଚୋରି ମାମଲା ରହିଥିବା ବେଳେ ମାମଲାର ଅଧିକ ତଦନ୍ତ ଜାରି ରହିଛି
<nis:link nis:type=tag nis:id=nayapalli nis:value=Nayapalli nis:enabled=true nis:link/> <nis:link nis:type=tag nis:id=bhubaneswar nis:value=Bhubaneswar nis:enabled=true nis:link/> <nis:link nis:type=tag nis:id=cp nis:value=CP nis:enabled=true nis:link/> <nis:link nis:type=tag nis:id=odishapolice nis:value=OdishaPolice nis:enabled=true nis:link/> <nis:link nis:type=tag nis:id=ganjam nis:value=Ganjam nis:enabled=true nis:link/> <nis:link nis:type=tag nis:id=crimenews nis:value=CrimeNews nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/>
<nis:link nis:type=tag nis:id=କଲେଜ_ଛାତ୍ରୀଙ୍କୁ_ବଳାତ୍କାର_କରି_ଯବାନ_ଗିରଫ nis:value=କଲେଜ_ଛାତ୍ରୀଙ୍କୁ_ବଳାତ୍କାର_କରି_ଯବାନ_ଗିରଫ nis:enabled=true nis:link/> 
କେନ୍ଦୁଝର ଜିଲା ହାଟଡିହି ବ୍ଲକ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ କଲେଜ ଛାତ୍ରୀଙ୍କୁ ଏକ ହୋଟେଲ ରୁମ ଭିତରେ ବଳାତ୍କାର କରାଯାଇଥିବା ନେଇ ଛାତ୍ରୀ ଜଣକ ଶୁକ୍ରବାର ସୋସୋ ଅଭିଯୋଗ କରିଛି। ଏହି ମାମଲାରେ ପୋଲିସ କେସ୍ ନଂ ୧୮୨/୨୬ ମାମଲା ରୁଜୁ କରି ମୁଣ୍ଡୁକାଟି ଗ୍ରାମର ଅଭିଯୁକ୍ତ ରଶ୍ମି ରଞ୍ଜନ ସେଠୀ (୨୯)ଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବା ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଯୁବକ ଜଣେ ସିଆଇଏସଏଫ ଯବାନ ହୋଇଥିବା ବେଳେ ଗତ ଗୁରୁବାର ଦିନ କୌଣସି ବାହାନା କରି ପୀଡ଼ିତା ଜଣକ କଲେଜ ଯାଉଥିବା ବେଳେ ତାକୁ ଶାଳବଣି ଛକ ନିକଟ ଏକ  ହୋଟେଲକୁ ଡାକିନେଇ ପରେ ସେଠାରେ ତାଙ୍କ ସହ ବଳାତ୍କାର କରିଥିଲେ।
🔷ଖୋର୍ଦ୍ଧାସ୍ଥିତ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟର ୧୨୫ତମ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। 
🔷ଏହି ଅବସରରେ ସେ ବିଦ୍ୟାଳୟର ନବନିର୍ମିତ ‘ସମ୍ମିଳନୀ କକ୍ଷ’ର ଶୁଭ ଉଦ୍‌ଘାଟନ କରିଛନ୍ତି। 
🔷୧୨୫ ବର୍ଷର ଗୌରବମୟ ଯାତ୍ରାରେ ଏହି ବିଦ୍ୟାଳୟ ଅନେକ ଜ୍ଞାନୀ, ଗୁଣୀ, ଦେଶପ୍ରେମୀ ଓ କୃତୀ ସନ୍ତାନ ସୃଷ୍ଟି କରି ସମାଜକୁ ସମୃଦ୍ଧ କରିଛି ବୋଲି ସେ କହିଛନ୍ତି ।
Nasha mukt Yuva for Viksit Bharat.
Awareness Walk for Nasha Mukt Yuva by My Bharat in Konark. Mass Youth Walk from Konark Sun Temple to Chandrabhaga Sea Beach. 
<nis:link nis:type=tag nis:id=nashamuktbharat nis:value=NashaMuktBharat nis:enabled=true nis:link/> <nis:link nis:type=tag nis:id=mybharat nis:value=MYBharat nis:enabled=true nis:link/> <nis:link nis:type=tag nis:id=nashamuktyuva nis:value=NashaMuktYuva nis:enabled=true nis:link/> 
MyGovIndia Mera Yuva Bharat - MY Bharat
କାକଟପୁର ପୋଲିସ ଦ୍ବାରା ଚକିଆ ମଠ ବାସୁଦେବ ମନ୍ଦିର ଓ କୁଣ୍ଡେଶ୍ବର ମଠ ରୁ ଚୋରୀ ଘଟଣାରେ ସମସ୍ତ ଚୋରୀ ଜିନିଷ ଉଦ୍ଧାର ସହ ଚାରି ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଛି।
ଭୁବନେଶ୍ବର  ନୟାପଲ୍ଲୀ ଦୁଷ୍କର୍ମ ମାମଲା ।ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଶ୍ରୀଧର ପଣ୍ଡା
ଗୋଡ଼ରେ ବାଜିଲା ଗୁଳି। ଚନ୍ଦକାରେ ପୋଲିସ ଏନକାଉଣ୍ଟର । ୩୦୦ ସିସିଟିଭି ଏବଂ ୪୮ ଘଣ୍ଟାର ମେଗା ଅପରେସନ । ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ନୟାପଲ୍ଲୀ ବେହେରା ସାହି ବନ୍ଧୁକ ମୁନରେ ଦୁଷ୍କର୍ମ ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା । କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ଏବଂ ନୟାପଲ୍ଲୀ ପୋଲିସର ମିଳିତ ଚଢ଼ାଉ ବେଳେ ଚନ୍ଦକା ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ପୋଲିସ ଗୁଳିରେ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଓରଫ ଶ୍ରୀଧର ପଣ୍ଡା (୨୪) ଗୁରୁତର ଆହତ ହୋଇଛି । ତାର ଡାହାଣ ଗୋଡ଼ରେ ଦୁଇଟି ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ନୟାପଲ୍ଲୀ ଅଞ୍ଚଳରେ ଜଣେ ମହିଳାଙ୍କ ଘରେ ପଶି ବନ୍ଧୁକ ଦେଖାଇ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଘଟଣାକୁ ନେଇ ଭୁବନେଶ୍ୱର ଡିସିପିଙ୍କ ଶ୍ରବଣା ବିବେକ ଏମ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୪ଟି ଟିମ୍ ଗଠନ କରାଯାଇ ପ୍ରାୟ ୧୦୦ ପୋଲିସ କର୍ମଚାରୀଙ୍କୁ ନେଇ ୪୮ ଘଣ୍ଟାର ନନ-ଷ୍ଟପ୍ ଅପରେସନ୍ ଚାଲିଥିଲା । ସ୍ପେଶାଲ ସ୍କ୍ୱାଡ୍ ପ୍ରାୟ ୩୦୦ରୁ ଅଧିକ ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରିବା ସହ ବିପୁଳ ପରିମାଣର ବୈଷୟିକ ତଥ୍ୟ (Technical Data) ଆଧାରରେ ଅଭିଯୁକ୍ତ ଶ୍ରୀଧରକୁ ଚିହ୍ନଟ କରିଥିଲା । ଆଜି ପୋଲିସ ଟିମ୍ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଚନ୍ଦକା ଥାନା ଅଞ୍ଚଳରେ ଘେରିଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ଶ୍ରୀଧର ଅତ୍ୟନ୍ତ ଉଗ୍ର ରୂପ ଧାରଣ କରି ପୋଲିସ କବଜାରୁ ଖସିଯିବାକୁ ଚେଷ୍ଟା କରିଥିଲା । ସେ ଏକ ସ୍କ୍ରୁ-ଡ୍ରାଇଭର ସାହାଯ୍ୟରେ ନୟାପଲ୍ଲୀ ଥାନାର ସବ୍-ଇନ୍ସପେକ୍ଟର (SI)ଙ୍କୁ ଛୁରାମାଡ଼ କରି ହତ୍ୟା ଉଦ୍ୟମ କରିଥିଲା । ନିଜ ଜୀବନର ସୁରକ୍ଷା ତଥା ଆତ୍ମରକ୍ଷାର୍ଥେ ପୋଲିସ ଟିମ୍ ପକ୍ଷରୁ ଦୁଇ ରାଉଣ୍ଡ ଜବାବୀ ଗୁଳି ଚାଳନା କରାଯାଇଥିଲା, ଯାହା ଅଭିଯୁକ୍ତର ଗୋଡ଼ରେ ବାଜିଥିଲା । ପୋଲିସ ସୂଚନା ଅନୁଯାୟୀ, ଗଞ୍ଜାମ ଜଗନ୍ନାଥପ୍ରସାଦ ଅଞ୍ଚଳର ଏହି ଅଭିଯୁକ୍ତ ଶ୍ରୀଧର ପଣ୍ଡା ବର୍ତ୍ତମାନ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ଗ୍ରାମରେ ରହୁଥିଲା । ସେ ଜଣେ ଅଭ୍ୟାସଗତ ଅପରାଧୀ ଏବଂ ପୂର୍ବରୁ ମଧ୍ୟ ମୋବାଇଲ୍ ଚୋରି ମାମଲାରେ ଖଣ୍ଡଗିରି ଏବଂ ତମାଣ୍ଡୋ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ୍ ଯାଇଥିଲା । ସେ ସୁସ୍ଥ ହେବା ପରେ ତାକୁ ଆନୁଷ୍ଠାନିକ ଭାବେ ଗିରଫ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।
Video 8
କାକଟପୁର ପୋଲିସ ଦ୍ବାରା ଚକିଆ ମଠ ବାସୁଦେବ ମନ୍ଦିର ଓ କୁଣ୍ଡେଶ୍ବର ମଠ ରୁ ଚୋରୀ ଘଟଣାରେ ସମସ୍ତ ଚୋରୀ ଜିନିଷ ଉଦ୍ଧାର ସହ ଚାରି ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଛି।
Video 10
ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି ନାଗାଲାଣ୍ଡ ରାଜ୍ୟପାଳ ନନ୍ଦ କିଶୋର ଯାଦବ ମହୋଦୟ । 
<nis:link nis:type=tag nis:id=governorofnagaland nis:value=governorofnagaland nis:enabled=true nis:link/> <nis:link nis:type=tag nis:id=nandakishoreyadav nis:value=nandakishoreyadav nis:enabled=true nis:link/> 
<nis:link nis:type=tag nis:id=suntemple nis:value=suntemple nis:enabled=true nis:link/> <nis:link nis:type=tag nis:id=konark nis:value=konark nis:enabled=true nis:link/>
ବାରିପଦାରେ ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ ଅଭିଯୋଗ। 🐄🚔
ପୁନାସିଆ ରେଲୱେ ପୋଲ ନିକଟରେ ସନ୍ଦେହଜନକ ଭାବେ ଯାଉଥିବା ଏକ ଟ୍ୟାଙ୍କରକୁ ଅଟକାଇଥିଲା ବାଙ୍ଗିରିପୋଷି ପୋଲିସ।

ଟ୍ୟାଙ୍କରକୁ କାଟି ଯାଞ୍ଚ କରିବା ପରେ ୨୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରାଯାଇଥିବା ସୂଚନା। ଘଟଣାରେ ଟ୍ୟାଙ୍କରର ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି।

👉 ଏଭଳି ଚାଲାଣକୁ ନେଇ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଦାବି।
<nis:link nis:type=tag nis:id=ଶାଳୀଙ୍କ_ଜାଲରେ_ଫସିଲେ_ଭିଣୋଇ! nis:value=ଶାଳୀଙ୍କ_ଜାଲରେ_ଫସିଲେ_ଭିଣୋଇ! nis:enabled=true nis:link/>
ଜୟପୁରରୁ ଚାଞ୍ଚଲ୍ୟକର ଅଭିଯୋଗ। ଜଣେ ଯୁବକଙ୍କୁ ତାଙ୍କ ଶାଳୀ ୩୦ ଲକ୍ଷ ଟଙ୍କା ଦାବି କରି ବ୍ଲାକମେଲ୍ କରୁଥିବା ଅଭିଯୋଗ ହୋଇଛି। ଟଙ୍କା ନଦେଲେ ମିଥ୍ୟା ଦୁଷ୍କର୍ମ ମାମଲାରେ ଫସାଇବା ଓ ବଦନାମ କରିବାର ଧମକ ଦିଆଯାଉଥିବା କୁହାଯାଇଛି। ଅଭିଯୋଗ ପରେ କୋର୍ଟଙ୍କ ନିର୍ଦ୍ଦେଶରେ ପୁଲିସ ଏଫ୍‌ଆଇଆର୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
<nis:link nis:type=tag nis:id=jaipurnews nis:value=JaipurNews nis:enabled=true nis:link/> <nis:link nis:type=tag nis:id=blackmailallegation nis:value=BlackmailAllegation nis:enabled=true nis:link/> <nis:link nis:type=tag nis:id=crimenews nis:value=CrimeNews nis:enabled=true nis:link/> <nis:link nis:type=tag nis:id=policeinvestigation nis:value=PoliceInvestigation nis:enabled=true nis:link/> <nis:link nis:type=tag nis:id=fir nis:value=FIR nis:enabled=true nis:link/> <nis:link nis:type=tag nis:id=breakingnews nis:value=BreakingNews nis:enabled=true nis:link/> <nis:link nis:type=tag nis:id=odianews nis:value=OdiaNews nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=viralnews nis:value=ViralNews nis:enabled=true nis:link/> <nis:link nis:type=tag nis:id=fypシ nis:value=fypシ nis:enabled=true nis:link/> <nis:link nis:type=tag nis:id=ashishsahani nis:value=ashishsahani nis:enabled=true nis:link/> <nis:link nis:type=tag nis:id=relationshipdispute nis:value=RelationshipDispute nis:enabled=true nis:link/> <nis:link nis:type=tag nis:id=legalaction nis:value=LegalAction nis:enabled=true nis:link/> <nis:link nis:type=tag nis:id=ଜୟପୁରଖବର nis:value=ଜୟପୁରଖବର nis:enabled=true nis:link/> <nis:link nis:type=tag nis:id=ବ୍ଲାକମେଲ୍ଅଭିଯୋଗ nis:value=ବ୍ଲାକମେଲ୍ଅଭିଯୋଗ nis:enabled=true nis:link/> <nis:link nis:type=tag nis:id=nonfollowers nis:value=nonfollowers nis:enabled=true nis:link/>
୪୪ ବର୍ଷ ପରେ ମହିଳା ହକିରେ ସ୍ୱର୍ଣ୍ଣ: Asian Gamesରେ ଇତିହାସ ରଚିଲା ଭାରତ
<nis:link nis:type=tag nis:id=asiangames2026 nis:value=AsianGames2026 nis:enabled=true nis:link/> <nis:link nis:type=tag nis:id=indianwomenshockey nis:value=IndianWomensHockey nis:enabled=true nis:link/> <nis:link nis:type=tag nis:id=hockeygold nis:value=HockeyGold nis:enabled=true nis:link/> <nis:link nis:type=tag nis:id=indiagold nis:value=IndiaGold nis:enabled=true nis:link/> <nis:link nis:type=tag nis:id=asiangames nis:value=AsianGames nis:enabled=true nis:link/> <nis:link nis:type=tag nis:id=goldmedal nis:value=GoldMedal nis:enabled=true nis:link/> <nis:link nis:type=tag nis:id=indiavschina nis:value=IndiaVsChina nis:enabled=true nis:link/> <nis:link nis:type=tag nis:id=womenshockey nis:value=WomensHockey nis:enabled=true nis:link/> <nis:link nis:type=tag nis:id=indianhockey nis:value=IndianHockey nis:enabled=true nis:link/> <nis:link nis:type=tag nis:id=lalremsiami nis:value=Lalremsiami nis:enabled=true nis:link/> <nis:link nis:type=tag nis:id=sportsnews nis:value=SportsNews nis:enabled=true nis:link/> <nis:link nis:type=tag nis:id=indiasports nis:value=IndiaSports nis:enabled=true nis:link/> <nis:link nis:type=tag nis:id=odianews nis:value=OdiaNews nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/>
କାକଟପୁର ପୋଲିସ୍ ପକ୍ଷରୁ ମେଗା ରକ୍ତଦାନ ଶିବିର
ରକ୍ତ ଦେଲେ ଥାନା ଅଧିକାରୀ
ରକ୍ତଦାନ କଲେ ୧୦୨ ଜଣ ଜୀବନଦାତା
ପୁରୀ ଏସପି ପହଞ୍ଚି  କଲେ ଉତ୍ସାହିତ

କୋଣାର୍କ ଖବର SP Puri
🔷ଭୁବନେଶ୍ୱରରେ ଅନୁଷ୍ଠିତ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ୩୬ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡ଼ଃ ହରି ବାବୁ ଯୋଗ ଦେଇଛନ୍ତି ।
Video 17
ଆଜି ମା ମଙ୍ଗଳା ମନ୍ଦିର ପରିଦର୍ଶନ କରିଛନ୍ତି ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସଚିନ ପଟେଲ୍।
Video 19
କୋଣାର୍କ ଯାତ୍ରୀ ନିବାସ ପରିସରରେ ଭାରତୀୟ ଜନତା ପାର୍ଟି ପୁରୀ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ଖବର।
୩,୦୦୦ କୋଟି ଟଙ୍କାର ଡ୍ରଗ୍ସ ସହିତ ୫ ପାକିସ୍ତାନୀ ଗିରଫ: ଯାଉଥିଲେ ମୁମ୍ବାଇ-
ନୂଆଦିଲ୍ଲୀ : ତଟରକ୍ଷା ବାହିନୀ ଏବଂ ଗୁଜରାଟ ଏଟିଏସ ଏକ ଇରାନୀ ବୋଟରେ ୩,୦୦୦ କୋଟି (ପ୍ରାୟ $୧.୮ ବିଲିୟନ) ମୂଲ୍ୟର ଡ୍ରଗ୍ସ ସହିତ ପାଞ୍ଚ ଜଣ ପାକିସ୍ତାନୀଙ୍କୁ ଗିରଫ କରିଛନ୍ତି। ଏହି ପାଞ୍ଚ ଜଣ ଅଭିଯୁକ୍ତ ସମୁଦ୍ର ପଥରେ ମୁମ୍ବାଇକୁ ୫୨୬ କିଲୋଗ୍ରାମ ମେଥାମ୍ଫେଟାମାଇନ୍ ଏବଂ ହେରୋଇନ୍ ପରିବହନ କରୁଥିଲେ। ସୁରକ୍ଷା ବାହିନୀ ସେପ୍ଟେମ୍ବର ୨୫ ତାରିଖରେ ଲକ୍ଷଦ୍ୱୀପ ନିକଟରେ ଏହି ଅଭିଯାନ ଚଳାଇଥିଲେ। ଏହି ସୂଚନା ବୁଧବାର ଦିନ ହିଁ ସାମ୍ନାକୁ ଆସିଥିଲା।
ପୂର୍ବରୁ, ଏପ୍ରିଲ ୨୦୨୫ ରେ ଏଟିଏସ ଏବଂ ଭାରତୀୟ ତଟରକ୍ଷା ବାହିନୀ ଗୁଜୁରାଟ ଉପକୂଳରୁ ପ୍ରାୟ ୩୧୧ କିଲୋଗ୍ରାମ ମେଥାମ୍ଫେଟାମାଇନ୍ ଜବତ କରିଥିଲେ, ଯାହାର ମୂଲ୍ୟ ୧,୮୦୦ କୋଟି (ପ୍ରାୟ $୧ ବିଲିୟନ) ଥିଲା। ଏହି ସାମଗ୍ରୀ ପାକିସ୍ତାନର ପାସନୀ ବନ୍ଦରରୁ ତାମିଲନାଡୁ ଅଭିମୁଖେ ଥିଲା। ସୁରକ୍ଷା ବାହିନୀକୁ ଦେଖି, ଚୋରାଚାଲାଣକାରୀମାନେ ସମୁଦ୍ରରେ ଡ୍ରଗ୍ସ ପକାଇ ପାକିସ୍ତାନୀ ସାମୁଦ୍ରିକ ସୀମା ଆଡକୁ ପଳାଇ ଯାଇଥିଲେ। ଗୁପ୍ତ ସୂଚନା ପରେ, ତଟରକ୍ଷା ବାହିନୀ ସମୁଦ୍ର ଏବଂ ବାୟୁ ପଥରେ ନଜର ରଖିଥିଲା। ଲକ୍ଷଦ୍ୱୀପର ପଶ୍ଚିମ ଦିଗରେ ସନ୍ଦେହଜନକ ବୋଟକୁ ଅଟକାଇ ତଲାସି କରାଯାଇଥିଲା।
ବୋଟ, କର୍ମଚାରୀ ଏବଂ ଡ୍ରଗ୍ସକୁ ସୁରକ୍ଷା ବଳୟ ମଧ୍ୟରେ ମୁମ୍ବାଇକୁ ଅଣାଯାଇଛି, ଯେଉଁଠାରେ ସେମାନଙ୍କୁ ପଚରାଉଚରା କରାଯିବ ଏବଂ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଧିକାରୀଙ୍କ ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ସମୁଦ୍ର ପଥରେ ଆନ୍ତର୍ଜାତୀୟ ଡ୍ରଗ୍ସ ଚାଲାଣକୁ ରୋକିବାରେ ସାହାଯ୍ୟ କରିବ ବୋଲି ସୂଚନା ମିଳିଛି।
କଟକ ରେ ବଡ଼ ଧରଣର ଲୁଟ। ସିଡିଏ ୮ ନମ୍ବର ପ୍ରାଚୀ ହସ୍ପିଟାଲ ଲେନ ରେ ଥିବା ଚିତ ରଞ୍ଜନ ବେହେରାଙ୍କ ଘରେ କଳା କନା ବୁଲାଇ ଦେଇଛନ୍ତି ଲୁଟେରା। ୨୦ ଟି ମୁଦି, ମଙ୍ଗଳ ସୁତ , ଚେନ , କାନର , ୫୦ ହଜାର ଟଙ୍କା ଲୁଟିନେଇଛନ୍ତି ଲୁଟେରା । ସ୍ଥାନୀୟ  ମର୍କତ ନଗର ଥାନାରେ ଏତେଲା ହେବା ପରେ ଆଜି ପୋଲିସ ଅଭିଯୋଗକାରୀଙ୍କ ଘରେ ତଦନ୍ତ କରିଛି। ସାଇଣ୍ଟିଫିକ ଟିମ , ଡ଼ଗ ସ୍କ୍ୱାଡ଼ ଟିମ ପହଁଚି ତଦନ୍ତ କରିଛି। ତେବେ ସିଡିଏ ଅଞ୍ଚଳ ରେ ଏଭଳି ଘଟଣା ଘଟିଛି ଯାହା ସମସ୍ତଂକୁ ଚକିତ କରିଛି। ଗତ ସୋମବାର ଦିନ ଘରର ଚିତରଞ୍ଜନ ବେହେରା ଓ ସୂର୍ଯ୍ୟମଣି ବେହେରା ପ୍ରୟାଗରାଜ ଅସ୍ତିବିସର୍ଜନ କରିବା ପାଇଁ ଯାଇଥିଲା ବେଳେ ଘରେ କେହି ନଥିଲା ବେଳେ ଲୁଟେରା କରିଥିଲେ ଟାର୍ଗେଟ । ତେବେ ସିଡିଏ ଭଳି ଅଂଚଳରେ ପୋଲିସ କଡା ପଇଁତରା ମାରୁଥିଲା ବେଳେ ଏଭଳି ଘଟଣା ଘଟିବା ପୋଲିସ କୁ କଡା ଚ୍ୟାଲେଞ୍ଜ ବୋଲି କହିଛନ୍ତି ପରିବାର ଲୋକେ।
ରେଷ୍ଟୁରାଣ୍ଟ ରେ ହୁକା ବାର ସହ ଚାଲିଥିଲା ଜୁଆ ଖେଳ।
 କଟକ ସିଡିଏ ସେକ୍ଟର ୬ ନମ୍ବରରେ ବେଆଇନ ଜୁଆ ଓ ହୁକା ବାର ଉପରେ ମିଳିତ ଚଢ଼ାଉ କରିଛି କେଏମସି ର ସ୍ୱାସ୍ଥ୍ୟ ବିଭାଗ । କେଏମସି ଫୁଡ୍ ସେଫ୍ଟୀ ଟିମ୍, ପୋଲିସ ଓ ଅବକାରୀ ବିଭାଗର ମିଳିତ ଭାବେ ଚଢ଼ାଉ କରିଛି । ସିଡିଏ ସେକ୍ଟର ୬ କାସ୍ୟୁ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ ସମୟରେ ବିପୁଳ ପରିମାଣର ନିକୋଟିନ୍ ଯୁକ୍ତ ହୁକା, ଜୁଆ, ମଦ ଓ ବାସି ଖାଦ୍ୟ ଜବତ କରିଛି  ସ୍ବାସ୍ଥ୍ୟ ବିଭାଗ । ଖାଦ୍ୟ ଲାଇସେନ୍ସରେ ଏହିଭଳି ବେଆଇନ ଭାବେ ହୁକା ବାର ଚାଲିଥିଲା । ରେଷ୍ଟୁରାଣ୍ଟଟୁ କୁ ପାଞ୍ଚ ହଜାର ଜୋରିମାନା ସହ ସିଲ୍ କରିଛି କେଏମସି ସ୍ୱାସ୍ଥ୍ୟ ବିଭାଗ ।
କାକଟପୁର ଲତାହରଣ ଗ୍ରାମରୁ ନିଖୋଜ ଥିବା ଜଣେ ନାବାଳିକାକୁ କୋଣାର୍କ ଅଞ୍ଚଳରୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କଲା କାକଟପୁର ପୋଲିସ୍। କୋଣାର୍କ ଖବର।