ବାରିପଦା ସଦର: ବାରିପଦାରେ ବିଜେପି ମଣ୍ଡଳ ପଦାଧିକାରୀ ବୈଠକ: ସଂଗଠନକୁ ସୁଦୃଢ଼ କରିବାକୁ ମନ୍ତ୍ରୀଙ୍କ ଆହ୍ୱାନ
ବାରିପଦାରେ ଅନୁଷ୍ଠିତ ବିଜେପି ବୈଠକରେ ଯୋଗଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସରକାରୀ ଯୋଜନାକୁ ଘରେ ଘରେ ପହଞ୍ଚାଇବାକୁ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର। ଅକ୍ଟୋବର ୭ ସେବା ଜ୍ୟୋତି ଯାତ୍ରା ପାଇଁ ହେଲା ରଣନୀତି।