Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
No video available

ନନ୍ଦନକାନନ: ନନ୍ଦନକାନନ ଥାନା ଅଞ୍ଚଳରେ ଘରେ ପଶି ମହିଳାଙ୍କୁ ଦୁର୍ବ୍ୟବହାର ଘଟଣା, ଅଭିଯୁକ୍ତକୁ ଗିରଫ କଲା ପୋଲିସ

Nandankanan, Khordha | Mar 30, 2025
ନନ୍ଦନକାନନ ଥାନା ଅଞ୍ଚଳରେ ଘରେ ପଶି ମହିଳାଙ୍କୁ ଦୁର୍ବ୍ୟବହାର ଘଟଣା, ଅଭିଯୁକ୍ତକୁ ଗିରଫ କଲା ପୋଲିସ | ନନ୍ଦନକାନନ ଥାନା ଅଞ୍ଚଳରେ ଘରେ ପଶି ମହିଳାଙ୍କୁ ଦୁର୍ବ୍ୟବହାର ଘଟଣା | ଆଜି 4.21ରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ | ଗିରଫ ଅଭିଯୁକ୍ତ ଙ୍କ ଘର ରଘୁନାଥ ପୁର ଅଞ୍ଚଳରେ | ତାଙ୍କ ନାଁ ହେଉଛି ମନୋଜ ବେହେରା | ସେପଟେ ପୀଡିତା ଙ୍କ ବୟାନ ରେକର୍ଡ କରିବା ସହ ଆଖପାଖରେ ଲୋକଙ୍କୁ ପଚରା ଉଚରା କରିଛି ପୋଲିସ |