Public App Logo
Jansamasya
News
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
मारपीट
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
Aap
Education
No video available

ନନ୍ଦନକାନନ: ନନ୍ଦନକାନନ ଥାନା ଅଞ୍ଚଳରେ ଅଭିଯୋଗକାରିଣୀଙ୍କୁ ମେଡ଼ିସିନ ଦୋକାନ ଭିତରେ ଦୁଷ୍କର୍ମ ଘଟଣା, ଅଭିଯୁକ୍ତକୁ ଗିରଫ କଲା ପୋଲିସ

Nandankanan, Khordha | Mar 6, 2025
ନନ୍ଦନକାନନ ଥାନା ଅଞ୍ଚଳରେ ଅଭିଯୋଗକାରିଣୀଙ୍କୁ ମେଡ଼ିସିନ ଦୋକାନ ଭିତରେ ଦୁଷ୍କର୍ମ ଘଟଣା, ଅଭିଯୁକ୍ତକୁ ଗିରଫ କଲା ପୋଲିସ | ଅଭିଯୁକ୍ତ ଜଣଙ୍କ ଏକ ମେଡିସିନ ଦୋକାନ କରିଥିବା ବେଳେ ଅଭିଯୋଗକାରିଣୀଙ୍କ ସହ ତାଙ୍କର ଚିହ୍ନାପରିଚୟ ଥିଲା । ଅଭିଯୁକ୍ତ ଜଣଙ୍କ ଅଭିଯୋଗକାରିଣୀଙ୍କୁ ଫୋନ କରି ତାଙ୍କ ମେଡିସିନ ଦୋକାନ ନିକଟକୁ ଡାକିଥିଲେ । ଅଭିଯୋଗକାରିଣୀ ଜଣଙ୍କ ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତ ଜଣଙ୍କ ଦୋକାନକୁ ଭିତର ପଟୁ ବନ୍ଦକରି ଅଭିଯୋଗକାରିଣୀଙ୍କ ଇଚ୍ଛା ବିରୋଧରେ ତାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ, ଏବଂ ତାଙ୍କୁ ବାହାରୁ ତାଲା ପକାଇ ପଳାଇ ଯାଇଥିଲେ।