Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
No video available

ନନ୍ଦନକାନନ: ନନ୍ଦନକାନନ ଥାନା ବାଲିପଡ଼ା ଆରଆଇ ଅଫିସରୁ ବ୍ୟକ୍ତିଙ୍କୁ ଅପହରଣ କରି ମରଣାନ୍ତକ ଆକ୍ରମଣ ଘଟଣା,ତିନିଜଣ ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ

Nandankanan, Khordha | Feb 15, 2025
ଅଭିଯୋଗକାରୀ ଧରଣୀ ହରିଚନ୍ଦନ, ଡ୍ରାଇଭରଙ୍କୁ ସାଥିରେ ନେଇ ନିଜ କାର ଯୋଗେ ଅନୁଗୁଳରୁ ନନ୍ଦନକାନନ ଥାନା ଅନ୍ତର୍ଗତ ବାଲିପଡା ଗ୍ରାମ ଆରଆଇ ଅଫିସକୁ କୌଣସି ବ୍ୟକ୍ତିଗତ କାର୍ଯ୍ୟ ଲାଗି ଆସିଥିଲେ । ସେ ଆରଆଇ ଅଫିସ ଭିତରେ ଥିବା ବେଳେ ତିନି ଅଭିଯୁକ୍ତ ଦୁଇଟି ମୋଟରସାଇକେଲ ଯୋଗେ ଆସି ଆରଆଇ ଅଫିସ ଭିତରେ ଜୋରଜବରଦସ୍ତ ପଶି ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବା ଲାଗି ଧମକ ଦେଇଥିଲେ ଏବଂ ତାଙ୍କୁ ବଳପୂର୍ବକ ଉଠାଇ ନେଇ ଏକ ଘରେ ବନ୍ଦ କରି ରଖିବା ସହିତ ତାଙ୍କ ଗୋଡାହାତକୁ ବାନ୍ଧି ଠେଙ୍ଗା ଓ କାଠ ଫାଳିଆ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ ।