Public App Logo
Jansamasya
News
Bjp
National
Police
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
महिला
Narendramodi
Nitishkumar
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Haryana
Uttarpradesh
No video available

ନନ୍ଦନକାନନ: ରଘୁନାଥପୁରରେ ମୋ ବସ ଧକ୍କାରେ କୁନି ଝିଅର ମୃତ୍ୟୁ ଘଟଣା; ପରିବାର ଲୋକଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ କ୍ରୁଟ ଅଧିକାରୀ

Nandankanan, Khordha | Feb 4, 2025
ମୋ ବସ ଚକା ତଳେ ବଳି ପଡିଗଲା କୁନି ଝିଅର ଜୀବନ । ବାର ବର୍ଷର କୁନି ଝିଅ ମିନତୀ ଜୁଆଡିଙ୍କର ଆଜି ମୃତ୍ୟୁ ଘଟିଛି । ରଘୁନାଥପୁର ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ସୂଚନା ମୁତାବକ ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ଆଜି ସକାଳୁ ନାବାଳିକା ଜଣକ ସାଇକେଲରେ ଫୁଲ ନେଇ ଯାଉଥିଲେ । ପଛପଟୁ ଆସୁଥିବା ମୋ ବସ୍ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି । କିନ୍ତୁ ଦୁର୍ଘଟଣା ପରେ, ଦୃତଗତିରେ ଗାଡ଼ି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଡ୍ରାଇଭର I ଗାଡିକୁ ନେଇ ସିଧା ନନ୍ଦନକାନନ ଥାନାରେ ଭର୍ତି କରି, ନିଜେ ଥାନା ଭିତରେ ବସି ପଡ଼ିଛି । ଯେଉଁଥିପାଇଁ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଥିଲା ।

MORE NEWS