Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
No video available

ନନ୍ଦନକାନନ: ନନ୍ଦନକାନନ ଥାନା ଅନ୍ତର୍ଗତ ମରିଚିଆ ଗାଁରେ ବରଯାତ୍ରୀଙ୍କୁ ଆକ୍ରମଣ ଘଟଣା,ସାଇଫୁନ ଛକ ନିକଟରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ

Nandankanan, Khordha | Mar 5, 2025
ନନ୍ଦନକାନନ ଥାନା ଅନ୍ତର୍ଗତ ମରିଚିଆ ଗାଁରେ ବରଯାତ୍ରୀଙ୍କୁ ଆକ୍ରମଣ ଘଟଣା,ସାଇଫୁନ ଛକ ନିକଟରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ | ସୂଚନାଅନୁଯାଇ ଗତ ୨୧ ତାରିଖ ସନ୍ଧ୍ୟାରେ ଅଭିଯୋଗକାରୀ ଜଣକ ବରଯାତ୍ରୀ ଦଳ ସହିତ ନନ୍ଦନକାନନ ଥାନା ଅନ୍ତର୍ଗତ ମରିଚିଆ ଗ୍ରାମକୁ ଯାଇଥିଲେ । ବରଯାତ୍ରୀ ଦଳ ରୋଷଣୀ କରି ଯାଉଥିବା ବେଳେ, ପୂର୍ବ ବିବାଦକୁ କେନ୍ଦ୍ର କରି ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ବରଯାତ୍ରୀ ଦଳ ସହ ଯାଉଥିବା ଅଭିଯୋଗକାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ତାଙ୍କ ଉପରକୁ ଟେକାପଥର ମାଡ଼ କରିବା ସହ ଏକ ଗାଡିକୁ ବାଡ଼େଇ ଭାଙ୍ଗି ଦେଇଥିଲେ |
ନନ୍ଦନକାନନ: ନନ୍ଦନକାନନ ଥାନା ଅନ୍ତର୍ଗତ ମରିଚିଆ ଗାଁରେ ବରଯାତ୍ରୀଙ୍କୁ ଆକ୍ରମଣ ଘଟଣା,ସାଇଫୁନ ଛକ ନିକଟରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ - Nandankanan News