Public App Logo
Profile Picture

Snigdha Das

@khabaraebeebe
8737Followers
0Following
ଭୁବନେଶ୍ୱର: UPI ପେମେଣ୍ଟ ଚାର୍ଜେଷ କୁ ନେଇ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ
ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ପୂରିଛି ଦୁଇ ବର୍ଷ,ଆସନ୍ତାକାଲି ସନ୍ଧ୍ୟାରେ ଘରେ ଘରେ ଦୀପ ଜାଳିବ ଓଡ଼ିଶା
ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ପୂରିଛି ଦୁଇ ବର୍ଷ,ଆସନ୍ତାକାଲି ସନ୍ଧ୍ୟାରେ ଘରେ ଘରେ ଦୀପ ଜାଳିବ ଓଡ଼ିଶା
ଭୁବନେଶ୍ୱର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିନ ପାଳନ କୁ ନେଇ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ
ବାଲିିଅନ୍ତା: ହୋଟେଲ୍ ବ୍ୟବସାୟ ନାଁରେ ୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗ। ଟଙ୍କା ନେଇ ହୋଟେଲ୍ ଖୋଲିଲେନି, ଫେରସ୍ତ ମାଗିବାରୁ ମିଳିଲା ଧମକ
ଭୁବନେଶ୍ୱର: ଭାଙ୍ଗିଗଲା ଭରତପୁର ଜଙ୍ଗଲର ପାଚେରୀ,ପ୍ରାୟ ୫୦ ଫୁଟ୍ ଲମ୍ବର ପାଚେରୀ ଧସିଯିବା ପରେ ବଢ଼ିଛି ବନ୍ୟଜନ୍ତୁ ବାହାରକୁ ଆସିବା ଆଶଙ୍କା
ଭୁବନେଶ୍ୱର: ଚନ୍ଦକା ଥାନା ଅଞ୍ଚଳରେ ହତ୍ୟାକାଣ୍ଡ କୁ ନେଇ ଜୋନ ଏସିପି ମାନସ ରଂଜନ ପ୍ରଧାନଙ୍କ ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ୱର: ଛୁରୀ ଦେଖାଇ ମୋବାଇଲ୍ ଓ ଟଙ୍କା ଲୁଟ୍,ଭରତପୁର ପୋଲିସ ହାତରେ ୩ ଲୁଟେରା
ଭୁବନେଶ୍ୱର: ଅଙ୍ଗାରପଡ଼ା ମହୁଲ ଗାଁରେ ବୋମା ମାଡ଼କୁ ନେଇ ଚାଞ୍ଚଲ୍ୟ,ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ପରେ ପରସ୍ପରକୁ ବୋମା ଫିଙ୍ଗିଥିବା ସୂଚନା
ଭୁବନେଶ୍ୱର: ଭୁବନେଶ୍ୱରରେ ପରିବା ଦୋକାନୀଙ୍କୁ ଦାଦାବଟି ମାଗି ୩ ଗିରଫ,ଟଙ୍କା ନଦେଲେ ବୋମା ମାଡ଼ କରି ହତ୍ୟା ଧମକ
ବାଲିିଅନ୍ତା: ଭିଶାଲ ସୋରୁମ୍‌ରେ କିଣାକିଣି ଆଳରେ ଚୋରି, ଏକଜିଟ୍ ଗେଟ୍‌ରେ ଆଲାରାମ୍ ବାଜିବା ପରେ ଧରାପଡ଼ିଲା ଚୋର
ଭୁବନେଶ୍ୱର: ଭରତପୁର ଜଙ୍ଗଲରେ ଆହତ ଦନ୍ତା ହାତୀ,ବାମ ପଟ ଆଗ ଗୋଡ଼ରେ ଲାଗିଛି ଆଘାତ
ଭୁବନେଶ୍ୱର: ପାଣିପାଗ ସ୍ଥିତି ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେସିକା ମନୋରମା ମହାନ୍ତି ଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର: ରାହୁଲ ଗାନ୍ଧୀ ଙ୍କ ଓଡିଶା ଗସ୍ତ ନେଇ ପ୍ରତିକ୍ରିୟା ରଖିଲେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ
ଭୁବନେଶ୍ୱର: ନୂଆଖାଇ ଅବସର ରେ ଶୁଭେଚ୍ଛା ଜଣାଇଲେ ପିସିସି ସଭାପତି ଭକ୍ତ ଚରଣ ଦାସ
ଭୁବନେଶ୍ୱର: ସେୟାର ମାର୍କେଟ୍‌ରେ ନିବେଶ କରି ମୋଟା ଅଙ୍କର ଲାଭ ପାଇବାର ଲୋଭ ଦେଖାଇ ୮୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ, ଦୁଇ ଗିରଫ
ଭୁବନେଶ୍ୱର: ରସୁଲଗଡ଼ ସ୍ଥିତ ଏସପ୍ଲାନେଡ଼ ମଲରେ ଅଗ୍ନିଶମ ବିଭାଗ ର ସରପ୍ରାଇଜ ଚେକିଂ
ଭୁବନେଶ୍ୱର: ପବିତ୍ର ନୂଆଁଖାଇ ଅବସରରେ
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା ବାର୍ତା
ଭୁବନେଶ୍ୱର: ଇନଫୋସିଟି ଥାନା ଅଞ୍ଚଳରୁ କୁଖ୍ୟାତ ଚୋର କୁ ଗିରଫ ନେଇ ଜୋନ ଏସିପି ଙ୍କ ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ୱର: ବିଚ୍ ରାସ୍ତାରେ ଓଲଟିଲା ୱାଗନର୍ କାର୍, ଖଣ୍ଡଗିରି-ବରମୁଣ୍ଡା ରାସ୍ତାର ତପୋବନ ଛକ ଫୁଟ୍ ଓଭରବ୍ରିଜ୍ ନିକଟରେ ଘଟିଛି ଦୁର୍ଘଟଣା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଙ୍କୁ ଟାର୍ଗେଟ କରି ବଜେଡି ବିଧାୟକ ଅରୁଣ ସାହୁ ଙ୍କ ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ୱର: ପାଣିପାଗ ସ୍ଥିତି ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେସିକା ମନୋରମା ମହାନ୍ତି ଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର: ହାଇଟେକ୍ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲ୍‌ର ଗାର୍ଲ୍ସ ହଷ୍ଟେଲ୍‌ରେ ଅଗ୍ନିକାଣ୍ଡ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୭୬ତମ ଜନ୍ମଦିନ ଅବସରରେ ମାସବ୍ୟାପୀ 'ସେବା ସଂକଳ୍ପ ଅଭିଯାନ ନେଇ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର: ଇନଫୋସିଟି ଥାନା ଅଞ୍ଚଳରୁ 3ଜଣ ଲୁଟେରା ଗିରଫ, ଲୁଟ ସାମଗ୍ରୀ ଜବତ