ରାୟଗଡ଼ା ପୋଲିସ ପକ୍ଷରୁ ଗତ 24 ଘଣ୍ଟାରେ ଟ୍ରାଫିକ ନିୟମ ଉଲ୍ଲଂଘନ, ବେଆଇନ କାର୍ଯ୍ୟକଳାପ ଓ ମଦ ସମ୍ବନ୍ଧୀୟ ଅପରାଧ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।