ବାରିପଦା ସଦର: ବିବି ଡିଗ୍ରୀ କଲେଜରେ ଛାତ୍ର ଆନ୍ଦୋଳନ: ଦାବି ପୂରଣ ନେଇ ବିଧାୟିକାଙ୍କ ପ୍ରତିଶ୍ରୁତି
ବିବି ଡିଗ୍ରୀ କଲେଜରେ ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରଛାତ୍ରୀଙ୍କ ଧାରଣା। ହଷ୍ଟେଲରେ ଟ୍ରାନ୍ସଫର୍ମର ନଥିବାରୁ ସମସ୍ୟା। ବାଙ୍ଗିରିପୋଷି ବିଧାୟିକା ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିବା ସହ ଖୁବ ଶୀଘ୍ର ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି।