ପବିତ୍ର ବଡ଼ଓଷା ଅବସରରେ ଚଳଚଞ୍ଚଳ କଟକର ପ୍ରସିଦ୍ଧ ଧବଳେଶ୍ୱର ପୀଠ । ବାବା ଧବଳେଶ୍ୱରଙ୍କୁ ହରିହର ବେଶରେ ସଜ୍ଜିତ କରାଯାଇଛି ଏବଂ ଠାକୁରଙ୍କ ପାଖରେ ଗଜଭୋଗ ଲାଗି ହୋଇଛି । ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ।