ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଗାର୍ଡେନଭଟା ଜଙ୍ଗଲରେ ଗଞ୍ଜେଇ ଚାଷ ବନ୍ଦ କରିବା ପାଇଁ ପ୍ରଶାସନର ପ୍ରୟାସ। ଚାଷୀଙ୍କୁ ଫଳ, ପରିବା ଓ ଫୁଲ ଚାଷ ପାଇଁ ଦିଆଗଲା ପ୍ରଶିକ୍ଷଣ।