ବାରିପଦା ସଦର: ବାରିପଦାରେ ଅନୁଷ୍ଠିତ ହେଲା ଶିଶୁ ମହୋତ୍ସବ 'ଉତ୍ସାହ', ସାମିଲ ହେଲେ 8ଟି ଅନୁଷ୍ଠାନର ପିଲା
ବାରିପଦା ଷ୍ଟାଡିୟମରେ ମୟୂରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଦ୍ୱାରା 'ଉତ୍ସାହ' ମହୋତ୍ସବ ଅନୁଷ୍ଠିତ। 8ଟି ଶିଶୁ ଯତ୍ନ ଅନୁଷ୍ଠାନର ପିଲାମାନେ ବିଭିନ୍ନ କ୍ରୀଡ଼ାରେ ନେଲେ ଅଂଶ। କୃତୀ ପ୍ରତିଯୋଗୀମାନଙ୍କୁ 'ମହକ' କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ।