ଆଗାମୀ ବାଲିଯାତ୍ରାରେ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ପାଇଁ କଟକ ପୋଲିସ ଆକ୍ଟିଭ୍। କଟକ ୟୁ ପି ଡି ଅଧୀନସ୍ଥ ସମସ୍ତ ଥାନା ପକ୍ଷରୁ ଚାଲିଛି ସଘନ ନାକା ଚେକିଂ ଓ ବ୍ଲକିଙ୍ଗ।