କଟକ ପୌରାଞ୍ଚଳ: କଟକରେ ଅଜବ କାଣ୍ଡ: ବସ୍ ଚାବି ନେଇ ଫେରାର ସ୍କୁଟି ଚାଳକ, ରାସ୍ତାରେ ଫସିଲେ ଯାତ୍ରୀ
କଟକ ହାଇକୋର୍ଟ ନିକଟରେ ଜଣେ ସ୍କୁଟି ଚାଳକ ଆମ ବସ୍କୁ ଅଟକାଇ ଚାବି ନେଇ ଫେରାର ହୋଇଯାଇଛନ୍ତି। ରୁରାଲ ଏସିପି କାର୍ଯ୍ୟାଳୟ ପାଖରେ ବସ୍ଟି ରାସ୍ତା ମଝିରେ ଅଟକି ରହିଥିବା ବେଳେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି।