କଟକ ପୌରାଞ୍ଚଳ: ବାଲିଯାତ୍ରା ପଡ଼ିଆରେ ରାଷ୍ଟ୍ରପତିଙ୍କ ଗସ୍ତ: ପ୍ରସ୍ତୁତି ନେଇ ତଦାରଖ କଲେ ଜିଲ୍ଲାପାଳ ଓ କମିଶନର
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବାଲିଯାତ୍ରା ପଡ଼ିଆରେ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା କଲେ ଜିଲ୍ଲାପାଳ ଓ କେଏମସି କମିଶନର। ସୁରକ୍ଷା ବ୍ୟବସ୍ଥା ସହ କାର୍ଯ୍ୟକ୍ରମ ସ୍ଥଳର ସମସ୍ତ ବ୍ୟବସ୍ଥାକୁ ତଦାରଖ କଲେ ଅଧିକାରୀ।