କଟକ ପୌରାଞ୍ଚଳ: ରାଷ୍ଟ୍ରପତିଙ୍କ କଟକ ଗସ୍ତ: ବାଲିଯାତ୍ରା ପଡ଼ିଆରେ ସୁରକ୍ଷା ମକ୍ଡ୍ରିଲ୍
ରାଷ୍ଟ୍ରପତିଙ୍କ କଟକ ଗସ୍ତ ପୂର୍ବରୁ ମହାନଦୀ ଓ ବାଲିଯାତ୍ରା ପଡ଼ିଆରେ ସୁରକ୍ଷା ଓ ପ୍ରସ୍ତୁତିର ମକ୍ଡ୍ରିଲ୍। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସହ ଜିଲ୍ଲା ଓ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସମୀକ୍ଷା କରିଛନ୍ତି।