ୱାର୍ଡ ନମ୍ବର 11 ରେ ଥିବା ବିଚିତ୍ରାନନ୍ଦ କଲ୍ୟାଣ ଆଶ୍ରମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ବହୁ ସ୍ଥାନୀୟ ବାସିନ୍ଦା ଓ ସ୍ୱେଚ୍ଛାସେବୀ ଯୋଗ ଦେଇ ରକ୍ତଦାନ କରିଛନ୍ତି।