କଟକ ପୌରାଞ୍ଚଳ: କଟକ ବାଲିଯାତ୍ରା ପ୍ରସ୍ତୁତି: ପଡ଼ିଆରେ ପହଞ୍ଚି ସମୀକ୍ଷା କଲେ ବିଧାୟକ ଓ ବିଧାୟିକା
ଐତିହ୍ୟ ସମ୍ପନ୍ନ କଟକ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି। ଚୌଦ୍ୱାର-କଟକ ବିଧାୟକ ଓ କଟକ-ବାରବାଟି ବିଧାୟିକା ବାଲିଯାତ୍ରା ପଡ଼ିଆ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ଓ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି।